ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସୁନା ଚଢ଼େଇ ମୋ ରୂପା ଚଢ଼େଇ

Image result for odia films of 2009 Abhimanyu

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଜିତ ମିଶ୍ର
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ହିମାଂଶୁ ପରିଜା
କାହାଣୀ: ହିମାଂଶୁ ପରିଜା, ପ୍ରଶାନ୍ତ ଜେନା, ସୌମ୍ୟ ରଞ୍ଜନ ପଟ୍ଟନାୟକ
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ସୋଫିଆ ଆଲମ୍, ବିଜୟ ମହାନ୍ତି, ମିହିର ଦାସ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ
କଣ୍ଠ: ମହ‌ମଦ ଅଜିଜ୍, ଶ୍ରୀଚରଣ, ଇରା ମହାନ୍ତି, ଉଦିତ ନାରାୟାଣ, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୫ ଫେବୃଆରୀ ୨୦୦୯

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ସିଦ୍ଧାନ୍ତ ମହାପାତ୍ର
  • ସୋଫିଆ ଆଲମ୍
  • ବିଜୟ ମହାନ୍ତି
  • ମିହିର ଦାସ
  • ସ୍ନିଗ୍ଧା ମହାନ୍ତି
  • ହରିହର ମହାପାତ୍ର
  • ସରୋଜ ଦାସ
  • ମଧୁ
  • ପ୍ରିୟଙ୍କା ମହାପାତ୍ର
  • ଅଜିତ ମିଶ୍ର
  • ଲୋରେନ୍ସ
  • ଶଙ୍କର ମିଶ୍ର

ଗୀତ 

1. ସୁନା ଚଢ଼େଇ ମୋ ରୂପା ଚଢ଼େଇ
2. ନୀଳ ଆକାଶ ତଳେ ମୁଁ ଉଡ଼ିଲା ବେଳେ
3. କିଏସେ ଗଢ଼ିଲା ଝିଅଙ୍କୁ ଲୋ
4. ହେ ପ୍ରେମ ଋତୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର