ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଶୁଭ ବିବାହ

Related image

ନିର୍ଦ୍ଦେଶକ: ଜ୍ୟୋତିପ୍ରକାଶ ଦାସ
ପ୍ରଯୋଜକ: ପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ, ମନିଷା
ଚିତ୍ରନାଟ୍ୟ: ଜ୍ୟୋତିପ୍ରକାଶ ଦାସ, ପ୍ରକାଶ ବରାଳ
କାହାଣୀ: ଜ୍ୟୋତିପ୍ରକାଶ ଦାସ
କଳାକାର: ପୁପିନ୍ଦର ସିଂହ, ବର୍ଷା ପ୍ରିୟଦର୍ଶିନୀ, ଆକାଶ ଦାସନାୟକ, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ବସନ୍ତରାଜ ସାମଲ, ନିର୍ମଳ ନାୟକ, ନିଜାମ୍
କଣ୍ଠ: ଅଭିଜିତ, ଗୌତମ ଗାଙ୍ଗୁଲି, ପାମେଲା ଜୈନ, ସଂଘମିତ୍ରା ଜେନା, କ୍ରିଷ୍ଣା, ମାଧବ, ତପୁ ମିଶ୍ର, ଜଲି ମୁଖାର୍ଜୀ, ଉଦିତ ନାରାୟଣ, ବିନୋଦ ରାଠୋଡ଼, ସାଧନା ସରଗମ୍
ଚିତ୍ରଗ୍ରହଣ: ନ‌ଗେନ୍ଦ୍ର କୁମାର
ସମ୍ପାଦକ: ସୁସ୍ମିତ ମଣ୍ଡଳ
ମୁକ୍ତିଲାଭ ତାରିଖ:
୨୮ ଫେବୃଆରୀ ୨୦୧୦

ଅଭିନୟ

  • ପୁପିନ୍ଦର ସିଂହ
  • ବର୍ଷା ପ୍ରିୟଦର୍ଶିନୀ
  • ଆକାଶ ଦାସନାୟକ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ଜୀବନ ପଣ୍ଡା
  • ସଲିଲ ମିତ୍ର
  • ସୁମନ
  • ପୂଜା
  • ଶୁଭଶ୍ରୀ
  • ବାବୁଲା
  • ଦିଲ୍ଲୀପ

ଗୀତ 

1. ସୁଖ ଦୁଃଖ ଦୋଛକିରେ
2. ମାନିଯାରେ ମାନିଯା ତୁ ଭଲ ପାଉଚୁ
3. ଚାନ୍ଦରୁ ଚାନ୍ଦିନୀ ତାରାରୁ ରୋଶନୀ
4. ଆସିଲା ଶୁଭ ବିବାହ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର