ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସିନ୍ଦୂର

Image result for 2014 odia film sindura

ନିର୍ଦ୍ଦେଶକ: ସୀମାଞ୍ଜଳ ନାୟକ
ପ୍ରଯୋଜକ: ପ୍ରଣୟ ଜେଠୀ
ସଂଳାପ: ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ରଜନୀ ରଞ୍ଜନ
କାହାଣୀ: ସୀମାଞ୍ଜଳ ନାୟକ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମୀନକେତନ, ନମ୍ରତା ଦାସ, ସରୋଜ ଦାସ, ବ୍ରଜ ସିଂହ, ନମ୍ରତା ଥାପା
ସଙ୍ଗୀତ: ବଦ୍ରିନାରାୟଣ ମହାନ୍ତି
ଗୀତ: ଅରୁଣ ମନ୍ତ୍ରୀ, ଯତିନ୍ଦ୍ର ପ୍ରଧାନ
ମୁକ୍ତିଲାଭ ତାରିଖ:
୨୦୧୪

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ନମ୍ରତା ଥାପା
  • ଅନୁ ଚୌଧୁରୀ
  • ମୀନକେତନ
  • ନମ୍ରତା ଦାସ
  • ସରୋଜ ଦାସ
  • ବ୍ରଜ ସିଂହ

ଗୀତ 

1. ଆଖିକୁ କାନ୍ଦିବା ମନା
2. ବିଜ୍‌ଲି ରାଣୀ ମୁଁ
3. ଦିଲ୍ ମୋର ବୋଲେ ଲଭ୍ ୟୁ
4. ହରେ କ୍ରୀଷ୍ଣ ହରେ ରାମ
5. କେହି ଜଣେ ଚାହିଁ ଦେଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର