ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସତ୍ୟମେବ ଜୟତେ

Image result for odia film satyameba jayate

ନିର୍ଦ୍ଦେଶକ: ବସନ୍ତ ସାହୁ
ପ୍ରଯୋଜକ: ବିରଞ୍ଚି ନରାୟଣ ପଣ୍ଡା
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ବସନ୍ତ ସାହୁ
କାହାଣୀ: ବିରଞ୍ଚି ନରାୟଣ ପଣ୍ଡା
କଳାକାର: ଆକାଶ ଦାସନାୟକ, ସୋନାଲୀ ଚକ୍ରବର୍ତ୍ତୀ, ବିଜୟ ମହାନ୍ତି, ଜ୍ଞାନ ହୋତା, କୁନା ତ୍ରିପାଠୀ
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
କଣ୍ଠ: କୁମାର ବାପି, ଜ୍ଞାନ ହୋତା, ତପୁ ମିଶ୍ର, ମୀରା ମିଶ୍ର, ଅରବିନ୍ଦ ମୁଦୁଲି, ସ୍ୱରୂପ ନାୟକ, ଟି. ସୌରୀ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୨୦୦୮

ଅଭିନୟ

  • ଆକାଶ ଦାସନାୟକ
  • ସୋନାଲୀ ଚକ୍ରବର୍ତ୍ତୀ
  • ବିଜୟ ମହାନ୍ତି 
  • ଜ୍ଞାନ ହୋତା
  • କୁନା ତ୍ରିପାଠୀ
  • ଜର୍ଜ ତିଆଡ଼ି
  • ସୁରେଶ ବଳ
  • ଅନୀତା ଦାସ
  • ହରିହର ମହାପାତ୍ର
  • ଭାଗ୍ୟଶ୍ରୀ ଭୂୟାଁ
  • ସୁନୀତା ଦାସ
  • ହାଡ଼ୁ
  • ହର ରଥ
  • ଅକ୍ଷୟ ବସ୍ତିଆ
  • ରୂପଶ୍ରୀ ରଥ
  • ସାନୁ ରଥ
  • ରବି ମିଶ୍ର
  • ସାଗରିକ ପଣ୍ଡା
  • ନୀଳମଣି
  • ପ୍ରସନ୍ନ ପାତ୍ର
  • ନିରଞ୍ଜନ ଦାସ
  • ସୁର ମହାରଣା
  • ଅମର ବାନାର୍ଜୀ
  • ଧୀର ବାସ
  • ବାବୁ ପ୍ରଧାନ
  • ବୁଲେଟ ମହାନ୍ତି
  • ଦେବୁ ବୋଷ
  • ସଲିଲ ମିତ୍ର

ଗୀତ 

1. ମାଟି ସବୁକିଛି ସ‌ହେ
2. ରାତିର ଛାତିରେ ଅଛି
3. ଏଇ ପବନ ଯେବେ ତ‌ତେ ଛୁଇଁ
4. ଏ ଦୁନିଆଟା ଗୋଟେ ମାୟା ନ‌ଗରୀ
5. ଯେମିତି ପାହିଲା ଏଇ ରାତି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର