ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସାତସୁରେ ବନ୍ଧା ଏ ଜୀବନ

Image result for odia films of 2009 Abhimanyu

ନିର୍ଦ୍ଦେଶକ: ଆପୁ କାନୁନ୍‌ଗୋ
ପ୍ରଯୋଜକ: ଦିଲ୍ଲୀପ ଦାଶ, ମନ୍ମଥ ମିଶ୍ର
ଚିତ୍ରନାଟ୍ୟ: ସୁବୋଧ ପଟ୍ଟନାୟକ
କାହାଣୀ: କ୍ରିଷ୍ଣା ମିଶ୍ର
କଳାକାର: ଅନୁଭବ ମହାନ୍ତି, ପୂଜା ସେନ୍, ମିହିର ଦାସ, ସୁନୀଲ କୁମାର, ସରୋଜ ଦାସ, ମନ୍ମଥ ମିଶ୍ର
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ବସନ୍ତରାଜ ସାମଲ, ମନ୍ମଥ ମିଶ୍ର
କଣ୍ଠ: ଅଭିଜିତ, ଅରୂପା ଦାସ, କ୍ରିଷ୍ଣା, ଅଭିଜିତ ମିଶ୍ର, ମନ୍ମଥ ମିଶ୍ର
ଚିତ୍ରଗ୍ରହଣ: ସୁଶାନ୍ତ ବାହିନୀପତି
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୭ ଅଗଷ୍ଟ ୨୦୦୯

ଅଭିନୟ

  • ଅନୁଭବ ମହାନ୍ତି
  • ପୂଜା ସେନ୍
  • ମିହିର ଦାସ
  • ସୁନୀଲ କୁମାର
  • ସରୋଜ ଦାସ
  • ମନ୍ମଥ ମିଶ୍ର
  • ବ୍ରଜ ସିଂହ
  • ପ୍ରଫୁଲ୍ଲ କର
  • ପ୍ରଦ୍ୟୁମ୍ନ ଲେଙ୍କା
  • ପ୍ରିୟଙ୍କା ମହାପାତ୍ର
  • ଶାନ୍ତନୁ ମହାପାତ୍ର
  • ରଘୁନାଥ ପାଣିଗ୍ରାହୀ
  • ପ୍ରଣବ ପଟ୍ଟନାୟକ
  • ସୁବାଷ ରାଉତ
  • ତୃପ୍ତି ସିହ୍ନା
  • ଲୋରା
  • ରାକ୍ଷୀ
  • ପ୍ରିୟା ମହାପାତ୍ର
  • ବୁଢ଼ା ତିଆଡ଼ି
  • ଲୁଟୁ ମହାନ୍ତି
  • ଅବତାର ସିଂହ

ଶିଶୁ କଳାକାର

  • ପ୍ରକୃତି ମିଶ୍ର
  • ଓମ୍‌କାର୍

ଗୀତ 

1. ସାତସୁରେ ବନ୍ଧା ଏ ଜୀବନ
2. ପ୍ରେମ କେବେ ମରେ ନାହିଁ
3. ପଲକରେ ଆସୁଚୁ ପଲକରେ ଯାଉଚୁ
4. ମସ୍ତରେ ବର୍ଷା
5. ଆସିଲୁ ଯଦି ଜୀବନରେ
6. ଆଜି ତୁ ରହିଚୁ ମୋ ଛାତି ତଳେ ଘର କରି
7. ଶୂନ୍ୟ ଏ ଜୀବନ ସଙ୍ଗୀତ ବିନା
8. ସାତସୁରେ ବନ୍ଧା ଏ ଜୀବନ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର