ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଶଶୁର ଘର ଜିନ୍ଦାବାଦ

Image result for odia movie sasura ghara zindabad

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ଉତ୍ତମ ଚାନ୍ଦ ଜୈନ
ସଂଳାପ: ସଞ୍ଜୟ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସଞ୍ଜୟ ନାୟକ
କଳାକାର: ସବ୍ୟସାଚୀ ମିଶ୍ର, ମେଘା ଘୋଷ, ପୁଷ୍ପା ପଣ୍ଡା, ବିରେନ ମିଶ୍ର, ସ୍ନିଗ୍ଧା ମହାନ୍ତି, ମୀନକେତନ, ଜୟୀରାମ ସାମଲ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ସୁଜିତ୍ ପରିଜା
କଣ୍ଠ: ବିଭୁ କିଶୋର, କୁମାର ସାନୁ, ଅଭିଜିତ ମଜୁମଦାର, ମାନସ ପ୍ରୀତମ, ଇରା ମହାନ୍ତି
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ:
୧୩ ଅଗଷ୍ଟ ୨୦୧୦

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ମେଘା ଘୋଷ
  • ପୁଷ୍ପା ପଣ୍ଡା
  • ବିରେନ ମିଶ୍ର
  • ସ୍ନିଗ୍ଧା ମହାନ୍ତି
  • ମୀନକେତନ
  • ଜୟୀରାମ ସାମଲ
  • ଦୀପାଲି
  • ହାଡ଼ୁ
  • ମୟୁରୀ
  • ମିଟୁ ମିଥୁନ
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ଅରବିନ୍ଦ ଷଡ଼ଙ୍ଗୀ

ଗୀତ 

1. ବାଘ ଆଜି ମେଁ ମେଁ
2. ଆଖିରେ ଓଠରେ
3. ଓମ୍ ନମଃ ନମଃ
4. ସୁନାଠୁ ଅଧିକ ସୁନା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର