ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ରୋମିଓ- ଦ ଲଭର୍ ବୟ

Image result for 2009 odia film romeo the lover boy

ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ସଞ୍ଜୟ ନାୟକ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ହର ପଟ୍ଟନାୟକ
କାହାଣୀ: ହର ପଟ୍ଟନାୟକ
କଳାକାର: ବାବୁଶାନ୍, ଲଭ୍‌ଲି, ଉତ୍ତମ ମହାନ୍ତି, ଅରପରାଜିତା ମହାନ୍ତି, ଅରିନ୍ଦମ ରାୟ, ପ୍ରିତୀରାଜ ସତପଥୀ, ବିଜୟ ମହାନ୍ତି
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
କଣ୍ଠ: ବାବୁଶାନ୍, ସୁଜିତ୍ ଭୋଇ, ତପୁ ମିଶ୍ର, ଦେବାଶିଷ ମହାପାତ୍ର
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୨ ଜୁନ ୨୦୦୯

ଅଭିନୟ

  • ବାବୁଶାନ୍
  • ଲଭ୍‌ଲି
  • ଉତ୍ତମ ମହାନ୍ତି
  • ଅରପରାଜିତା ମହାନ୍ତି
  • ଅରିନ୍ଦମ ରାୟ
  • ପ୍ରିତୀରାଜ ସତପଥୀ
  • ବିଜୟ ମହାନ୍ତି
  • ମାଳା ବୋଷ
  • ହର ପଟ୍ଟନାୟକ
  • ବିଭୂତି ସାହୁ

ଗୀତ 

1. ମୁଁ ରୋମିଓ ଦ ଲଭର୍ ବୟ
2. ଯୋଉଦିନ ପ୍ରିୟାକୁ
3. ମେଘରେ ମେଘରେ
4. ମୁଁ ନାଚ୍ କ‌ହିଲେ
5. ପ୍ରେମ ହେଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର