ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ରାସ୍ତା

Image result for odia film rasta

ନିର୍ଦ୍ଦେଶକ: ନିଶିକାନ୍ତ ଦଳବେହେରା
ପ୍ରଯୋଜକ: ଲମ୍ବୋଦର ହୋତା
ସଂଳାପ: ନିଶିକାନ୍ତ ଦଳବେହେରା
ଚିତ୍ରନାଟ୍ୟ: ନିଶିକାନ୍ତ ଦଳବେହେରା
କାହାଣୀ: ପ୍ରଭଞ୍ଜନ ମିଶ୍ର
କଳାକାର: ଅଭିଳାଷ, ଏଲି ପାଢ଼ୀ, ପ୍ରଭଞ୍ଜନ, ଚୌଧୁରୀ ବିକାଶ ଦାସ, ଦେବୁ ବୋଷ, ନୂପୁର ଘୋଷ
ସଙ୍ଗୀତ: ନିଶିକାନ୍ତ ଦଳବେହେରା
ଗୀତ: ମୋହିତ ଚକ୍ରବର୍ତ୍ତୀ, ପଞ୍ଜାନନ ନାୟକ
କଣ୍ଠ: ସତ୍ୟଜିତ, ରତିକାନ୍ତ, ରୋଜାଲିନ, ବିଷ୍ଣୁମୋହନ କବି, ଅନିତା, ଅନ୍ତରା ଚକ୍ରବର୍ତ୍ତୀ
ମୁକ୍ତିଲାଭ ତାରିଖ:
୧୨ ଡିସେମ୍ବର ୨୦୧୪

ଅଭିନୟ

  • ଅଭିଳାଷ
  • ଏଲି ପାଢ଼ୀ
  • ପ୍ରଭଞ୍ଜନ
  • ଚୌଧୁରୀ ବିକାଶ ଦାସ
  • ଦେବୁ ବୋଷ
  • ନୂପୁର ଘୋଷ
  • ଚୌଧୁରୀ ଜୟ ପ୍ରକାଶ ଦାସ
  • ସୁସ୍ମିତା ମିଶ୍ର
  • ସୂର୍ଯ୍ୟନାରାୟଣ ମିଶ୍ର
  • ଉଦୟଭାନୁ
  • ଶଙ୍କର ବସୁ ମଲ୍ଲିକ

ଗୀତ 

1. ଆଜି ବିନା ମାଗିବାରେ ସବୁ ମିଳିଗଲା
2. ପ୍ରେମ ଫେରେ ଜୀବନରେ
3. ବିଦ୍ରୋହ ନିଆଁରେ ଜଳୁଥାଏ କିଏ
4. ଏ ରାସ୍ତା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର