ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ପ୍ରେମ ଅଢ଼େଇ ଅକ୍ଷର

Image result for odia movie prema adhei akshara

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ନାରାୟଣ ଚନ୍ଦ୍ର ନାୟକ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ସୁଧାକର ବସନ୍ତ
କାହାଣୀ: ସୁନୀତା ନରେନ୍ଦ୍ର ସିଂ
କଳାକାର: ବାବୁଶାନ୍, ରିୟା ଦେ, ସୁବାଶିଷ ଶର୍ମା, ପ୍ରିୟା ମହାପାତ୍ର, ମିହିର ଦାସ, ପିଣ୍ଟୁ ନନ୍ଦ, ନମ୍ରତା ଦାସ, ବିଜୟ ମହାନ୍ତି
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ସୁବ୍ରତ ସ୍ୱାଇଁ
କଣ୍ଠ: ମହ‌ମଦ ଅଜିଜ୍, ବାବୁଶାନ୍, ଇରା ମହାନ୍ତି, ଉଦିତ ନାରାୟଣ, ଟି. ସୌରୀ
ଚିତ୍ରଗ୍ରହଣ: ରମେଶ ବାବୁ
ସମ୍ପାଦକ: ଶ୍ରବଣ
ମୁକ୍ତିଲାଭ ତାରିଖ:
୧୪ ଅକ୍ଟୋବର ୨୦୧୦

ଅଭିନୟ

  • ବାବୁଶାନ୍
  • ରିୟା ଦେ
  • ସୁବାଶିଷ ଶର୍ମା
  • ପ୍ରିୟା ମହାପାତ୍ର
  • ମିହିର ଦାସ
  • ପିଣ୍ଟୁ ନନ୍ଦ
  • ନମ୍ରତା ଦାସ
  • ବିଜୟ ମହାନ୍ତି
  • ହରିହର ମହାପାତ୍ର
  • ସରୋଜ ଦାସ
  • ସମରେଶ ରାଉତରାୟ
  • ପ୍ରତିଭା ସାହୁ
  • ହାଡ଼ୁ
  • ଦେବୁ ବ୍ରହ୍ମା
  • ଗୌରା ଆଚାର୍ଯ୍ୟ
  • ସନ୍ତୋଷ ଭୂୟାଁ
  • ଜେଲୁ
  • ଗଣେଶ ମହାପାତ୍ର
  • ଶ୍ରୀଲା

ଅତିଥି କଳାକାର

  • ଉତ୍ତମ ମହାନ୍ତି
  • ଅନିସା
  • ସଙ୍ଗମ ବିଶ୍ୱାଳ
  • ସୁଶାନ୍ତ ମଣି
  • ନାରାୟଣ ନାୟକ
  • ହିମାଂଶୁ ପରିଜା
  • ଅଶୋକ ପତି
  • ରଜନୀ ରଞ୍ଜନ
  • ଅବତାର ସିଂ
  • ସୁନୀତା ନରେନ୍ଦ୍ର ସିଂ

ଗୀତ 

1. ମେଘରୁ ତୁ ଝରିଲୁ ନା
2. ଆକାଶକୁ ଉଡ଼ିଯିବି
3. ଦୂର ଆକାଶର ଜ‌ହ୍ନଟିଏ
4. ଆସେନା ପାଖକୁ ଆସେନା
5. ପ୍ରେମ ଅଢ଼େଇ ଅକ୍ଷର
6. ସବୁରୀ ମାଲିକ ସାଇରାମ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର