ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ପାଗଳ କରିଚି ପାଉଁଜି ତୋର

Image result for odia films of 2009

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ବିଜୟ ମଲ୍ଲ
କାହାଣୀ: ବିଜୟ ମଲ୍ଲ
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ବୁଦ୍ଧାଦିତ୍ୟ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ଅନୀତା ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଶ୍ରୀକାନ୍ତ ଗୌତମ
କଣ୍ଠ: ମହ‌ମଦ ଅଜିଜ୍, କରୁଣାକର, ଉଦିତ ନାରାୟଣ, ନିବେଦିତା, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ଶିବପ୍ରସାଦ ମହାନ୍ତି
ମୁକ୍ତିଲାଭ ତାରିଖ:
୨୦୦୯

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ବୁଦ୍ଧାଦିତ୍ୟ ମହାନ୍ତି
  • ପ୍ରଦ୍ୟୁମ୍ନ ଲେଙ୍କା
  • ଅନୀତା ଦାସ
  • ଅପରାଜିତା ମହାନ୍ତି
  • ସ୍ନିଗ୍ଧା ମହାନ୍ତି
  • ଉତ୍ତମ ମହାନ୍ତି
  • ଜୟୀରାମ ସାମଲ
  • ପପି ସନ୍ତୁକ

ଗୀତ 

1. ସରିଗଲା ମିଛି ମିଛିକା କଣ୍ଢେଇ
2. ରିମ୍ ଝିମ୍ ରିମ୍ ଝିମ୍ ବର୍ଷା
3. ପାଉଁଜି ପାଦକୁ ସିନ୍ଦୂର ମଥାକୁ
4. ମିଳିଗଲା ମୋତେ ମୋର
5. ପାଗଳ କରିଚି ପାଉଁଜି ତୋର
6. ବାପ ଘର ଝିଅ ଦି ଦିନ କୁଣିଆ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର