ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ॐ ନମଃ ଶିବାୟ

Image result for odia movie om namah shivaya

ନିର୍ଦ୍ଦେଶକ: ରବିନ୍ଦ୍ର ପ୍ରଧାନ
ପ୍ରଯୋଜକ: ଗିରିଧାରୀ ମଲ୍ଲିକ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ରବିନ୍ଦ୍ର ପ୍ରଧାନ
କାହାଣୀ: ରବିନ୍ଦ୍ର ପ୍ରଧାନ
କଳାକାର: ବବ୍‌ଲୁ, ରାଲି ନନ୍ଦ, ବିଜୟ ମହାନ୍ତି, ଅନିତା ଦାସ, ହର ପଟ୍ଟନାୟକ, ମୀନକେତନ, ସଲିଲ ମିତ୍ର
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ନିଜାମ୍
କଣ୍ଠ: ଅଭିଜିତ ମଜୁମଦାର, ତପୁ ମିଶ୍ର, ଉଦିତ ନାରାୟଣ
ସମ୍ପାଦକ: ରବିନ୍ଦ୍ର ପ୍ରଧାନ
ମୁକ୍ତିଲାଭ ତାରିଖ:
୧୯ ନଭେମ୍ୱର ୨୦୧୦

ଅଭିନୟ

  • ବବ୍‌ଲୁ
  • ରାଲି ନନ୍ଦ
  • ବିଜୟ ମହାନ୍ତି
  • ଅନିତା ଦାସ
  • ହର ପଟ୍ଟନାୟକ
  • ମୀନକେତନ
  • ଚକ୍ରଧର ଜେନା
  • ରତନ ମେହେର
  • ସଲିଲ ମିତ୍ର
  • ନୀଳମଣି ସାହୁ
  • ସଣ୍ଟୁ
  • ସାହେବ ସିଂହ

ଗୀତ 

1. ବଜା ଢୋଲ ମହୁରୀ ବଜା
2. ଦିଲ୍ ଜାନିଆ ତୋ ରୂପ ମନ ଛୁଆଁ
3. ନିଜେ ଦୁଃଖେ ରହି
4. ଓ ନାନୀ
5. ଓମ୍ ନମଃ ଶିବାୟ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର