ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମୁନ୍ନା- ଏ ଲଭ୍ ଷ୍ଟୋରୀ

Image result for odia film munna a love story

ନିର୍ଦ୍ଦେଶକ: ଏନ୍ ପାଢ଼ୀ
ପ୍ରଯୋଜକ: କେ. ଏମ୍. ରାୟ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଏନ୍ ପାଢ଼ୀ
କାହାଣୀ: ରମଣ ରଞ୍ଜନ
କଳାକାର: ଅନୁଭବ ମହାନ୍ତି, ନୈନା ଦାସ, ଦୁଷ୍ମନ୍ତ ପଣ୍ଡା, ରୋମି, ମିହିର ଦାସ, ରାଇମୋହନ ପରିଡ଼ା, ଅନୀତା ଦାସ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ସୌମେନ୍ଦ୍ର ମହାପାତ୍ର, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ପଞ୍ଚାନନ ନାୟକ, ରଜନୀ ରଞ୍ଜନ
କଣ୍ଠ: ଅଭିଜିତ ମଜୁମଦାର, ଶକ୍ତି ମିଶ୍ର, ଇରା ମହାନ୍ତି, ପମି, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ସି. ମାଣିକ୍ ରାଓ
ମୁକ୍ତିଲାଭ ତାରିଖ:
୧୫ ଅଗଷ୍ଟ ୨୦୦୮

ଅଭିନୟ

  • ଅନୁଭବ ମହାନ୍ତି
  • ନୈନା ଦାସ
  • ଦୁଷ୍ମନ୍ତ ପଣ୍ଡା
  • ରୋମି
  • ମିହିର ଦାସ
  • ରାଇମୋହନ ପରିଡ଼ା
  • ବିଜୁ ବଡ଼ଜେନା
  • ଦେବୀ ବାରିକ
  • ଦେବୁ ବ୍ରହ୍ମା
  • ଅନୀତା ଦାସ
  • ହାଡ଼ୁ
  • ହରିପ୍ରିୟା
  • ଚକ୍ରଧର ଜେନା
  • ବନୁ ମହାନ୍ତି
  • ପ୍ରକାଶ ମହାନ୍ତି
  • ପିଣ୍ଟୁ ନନ୍ଦ
  • ସନ୍ତୋଷ ନାୟକ
  • ସୁମନ
  • ଜର୍ଜ ତିଆଡ଼ି

ଗୀତ 

1. ବାର ବାଜିକରି ତେର ମିନିଟ୍
2. ଝୁମୁକା ତୋର ନିଦ ଚୋରାଏ
3. ମୋ ଆଖିରେ ତୁ ହି ତୁ
4. ସପନରେ ମୋର ଆସି
5. ତକ୍ ତୁନା ତୁନ୍ ତୁନା
6. ତ‌ତେ ପାଇ ମୁଁ ସବୁ ପାଇଚି
7. ତାଜା ତାଜା ଖବର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର