ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମେଘ ସବାରୀରେ ଆସିବ ଫେରି

Image result for odia movie megha sabari re  asiba pheri

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ଅନାମ ଚରଣ ସାହୁ
ସଂଳାପ: ଲକ୍ଷ୍ମୀପ୍ରିୟା ସାହୁ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ଲକ୍ଷ୍ମୀପ୍ରିୟା ସାହୁ
କଳାକାର: ସବ୍ୟସାଚୀ ମିଶ୍ର, ପ୍ରିୟା ଚୌଧୁରୀ, ଅଖିଳ ପଟ୍ଟନାୟକ, କୁନା ତ୍ରିପାଠୀ, ବିଜୟ ମହାନ୍ତି, ମୀନକେତନ
ସଙ୍ଗୀତ: ମଳୟ ମିଶ୍ର
ଚିତ୍ରଗ୍ରହଣ: ରଞ୍ଜନ
ସମ୍ପାଦକ: ସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ:
୧୪ ଅକ୍ଟୋବର ୨୦୧୦

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ପ୍ରିୟା ଚୌଧୁରୀ
  • ଅଖିଳ ପଟ୍ଟନାୟକ
  • କୁନା ତ୍ରିପାଠୀ
  • ବିଜୟ ମହାନ୍ତି
  • ମୀନକେତନ
  • ଉତ୍ତମ ମହାନ୍ତି
  • ପପୁ ପମ ପମ
  • ଅରବିନ୍ଦ ଷଡ଼ଙ୍ଗୀ
  • ମିହିର ଦାସ
  • ବୀଣା ମହାରଣା

ଗୀତ 

1. ଗଲି ଗଲି ଲୁଚି ଗଲି
2. ଗାଇ ଯାଏ ମନ ମୋର
3. ଆକାଶ ପଛେ ପଡ଼ୁ ଛିଡ଼ି
4. ମନ ପକ୍ଷୀ ଉଡ଼ିଗଲା
5. ମେଘ ସବାରୀରେ ଆସିବ ଫେରି
6. ସେଇ ଗପ ଥିଲା ସେଇ ଗପ ଅଛି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର