ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମତେ ଆଣିଦେଲ ଲକ୍ଷେ ଫଗୁଣ

Image result for odia films of 2008

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ଶାରଦା ପ୍ରସନ୍ନ ପଣ୍ଡା, ରଞ୍ଜନ କୁମାର ପଲାଇ, ପ୍ରଶାନ୍ତ କୁମାର ମାର୍ଥ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ଶାରଦା ପ୍ରସନ୍ନ ପଣ୍ଡା
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ସିଦ୍ଧାନ୍ତ ମହାପାତ୍ର, ଅନୀତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ତୃପ୍ତି ସିହ୍ନା
ସଙ୍ଗୀତ: ଶାନ୍ତିରାଜ ଖୋସ୍‌ଲା
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: କୁମାର ବାପି, ସସ୍ମିତା ମିଶ୍ର, ତପୁ ମିଶ୍ର, ଶକ୍ତି ମିଶ୍ର, ସ‌ହଦେବ ନାୟକ, ପମି, ଶୈଳଭାମା, ସୁବାଶିଷ
ଚିତ୍ରଗ୍ରହଣ: ରଞ୍ଜନ ମିଶ୍ର, ସତ୍ୟ ପଟ୍ଟନାୟକ
ସମ୍ପାଦକ: ସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ:
୨୦୦୮

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ସିଦ୍ଧାନ୍ତ ମହାପାତ୍ର
  • ଅନୀତା ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ନମ୍ରତା ଦାସ
  • ବିରେନ ମିଶ୍ର
  • ତୃପ୍ତି ସିହ୍ନା
  • ଦୀପ୍‌ଶିଖା
  • ସରୋଜ ଦାସ
  • ମିହିର ଦାସ
  • ବିଜୁ ବଡ଼ଜେନା

ଗୀତ 

1. ତୋ ପାଇଁ ନିଆଁରେ
2. ଏମିତି ଏ ଜୀବନ ହାଏ
3. ହରେ ରାମ ହରେ କ୍ରିଷ୍ଣା
4. ହୈୟା ହୈୟାର ହୈୟା
5. ସରଗ ପରୀଟେ ସୁନାର ଶାରୀଟେ
6. ଆମେ ଟୋକ ଷଣ୍ଢ ମାର୍କା
7. ମତେ ଆଣିଦେଲ ଲକ୍ଷେ ଫଗୁଣ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର