ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଲଭ୍ ଡଟ୍ କମ୍

Image result for odia films of 2009

ନିର୍ଦ୍ଦେଶକ: ରାହତ୍ କୁଦ୍ଦୁଶୀ, ତାପସ ଜେନା
ପ୍ରଯୋଜକ: ରାହତ୍ କୁଦ୍ଦୁଶୀ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ରାହତ୍ କୁଦ୍ଦୁଶୀ
କାହାଣୀ: ରାହତ୍ କୁଦ୍ଦୁଶୀ
କଳାକାର: ସବ୍ୟସାଚୀ ମିଶ୍ର, ମେଘା ଘୋଷ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ହରିହର ମହାପାତ୍ର
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ରଜନୀ ରଞ୍ଜନ
କଣ୍ଠ: କୁମାର ବାପି, ଶ୍ରୀଚରଣ, ଦୀପ୍ତିରେଖା ପାଢ଼ୀ, ବାପି ଲହରୀ, ତପୁ ମିଶ୍ର, ରାଜ୍ ନ‌ଗେନ୍ଦ୍ର, ପମି, ମାନସ ପ୍ରୀତମ
ଚିତ୍ରଗ୍ରହଣ: ଦିଗ୍‌ବିଜୟ ସିଂହ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୧ ସେପ୍ଟେମ୍ବର ୨୦୦୯

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ମେଘା ଘୋଷ
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • କୁନା ତ୍ରିପାଠୀ
  • ସ୍ନିଗ୍ଧା ମହାନ୍ତି
  • ହରିହର ମହାପାତ୍ର
  • ପୁପିନ୍ଦର ସିଂହ
  • ରତନ ମେହେର
  • ଦେବୁ ବୋଷ
  • ମିହିର ଦାସ
  • ସୁସ୍ମିତା ଦୀପାଲି
  • ବାଦଲ ମହାନ୍ତି
  • ପ୍ରଫୁଲ୍ଲ ପଣ୍ଡା
  • କେ କେ ରାକେଶ
  • ସମ୍ଭାବନା ସେଠ୍

ଗୀତ 

1. ସବୁ ପାପର ପ୍ରାୟଶ୍ଚିତ ଥାଏ
2. ଓଠ ହେଲାଣି
3. ମୁଁ ଯାଇଥିଲି ଖଣ୍ଡଗିରି
4. ଲଭ୍ ଡଟ୍ କମ୍
5. କୋଉ ସ‌ହରରୁ ଆସିଚ
6. ଯୋଉଦିନ ଦୁହିଁଙ୍କର
7. ଏଇ ପୃଥିବୀରୁ
8. ବର୍ଷା ହବ ଛତା ନାହିଁ
9. ଆ ପ୍ରିୟା ଥରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର