ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କଳିଙ୍ଗ ପୁତ୍ର

http://ollywood.wdfiles.com/local--files/film%3Akalinga-putra/kp2.jpg

ନିର୍ଦ୍ଦେଶକ: ବରଦା ପ୍ରସନ୍ନ ତ୍ରିପାଠୀ
ପ୍ରଯୋଜକ: ଦେବାନନ୍ଦ ପଣ୍ଡା
ସଂଳାପ: ଶରଣାରବିନ୍ଦ
ଚିତ୍ରନାଟ୍ୟ: ବରଦା ପ୍ରସନ୍ନ ତ୍ରିପାଠୀ
କାହାଣୀ: ଶରଣାରବିନ୍ଦ
କଳାକାର: ଆକାଶ ଦାସନାୟକ, ରାଲି ନନ୍ଦ, ଅମ୍ୱିକା, ବିଜୟ ମହାନ୍ତି, ସାତ୍ୱକୀ ମିଶ୍ର, ସ୍ୱରୂପ ନାୟକ, ପ୍ରତିଭା ପଣ୍ଡା
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
କଣ୍ଠ: କୁମାର ବାପି, ତପୁ ମିଶ୍ର, ଶିବାନୀ, ଟି. ସୌରୀ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୮ ଫେବୃଆରୀ ୨୦୦୮

ଅଭିନୟ

  • ଆକାଶ ଦାସନାୟକ
  • ରାଲି ନନ୍ଦ
  • ଅମ୍ୱିକା
  • ବିଜୟ ମହାନ୍ତି
  • କୁନ୍ଦନ
  • ରତନ ମେହେର
  • ସାତ୍ୱକୀ ମିଶ୍ର
  • ସ୍ୱରୂପ ନାୟକ
  • ପ୍ରତିଭା ପଣ୍ଡା
  • ରଚିତା
  • ଜର୍ଜ ତିଆଡ଼ି

ଗୀତ 

1. ମୁଁ ଷୋଳସୀ
2. ଲୁଚି ଲୁଚି ତ‌ତେ
3. ଯେଉଁ ଦେଶେ
4. ଓଡ଼ିଶା ମୋ ଓଡ଼ିଶା
5. କ‌ହିବି କ‌ହିବି ବୋଲି
6. ମୋ ଟୋକେଇରେ ପୁରା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର