ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଡ୍ରିମ୍ ଗାର୍ଲ

Image result for odia film dream girl

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ଏ. ରମେଶ ପ୍ରସାଦ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଅଶୋକ ପତି
କାହାଣୀ: ଅଶୋକ ପତି
କଳାକାର: ସବ୍ୟସାଚୀ ମିଶ୍ର, ପ୍ରିୟା ଚୌଧୁରୀ, ମିହିର ଦାସ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ବବି ମିଶ୍ର, ଅପରାଜିତା ମହାନ୍ତି
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ଅରୁଣ ମନ୍ତ୍ରୀ, ନିଜାମ୍
କଣ୍ଠ: କୁମାର ବାପି, କ୍ରିଷ୍ଣା, ତପୁ ମିଶ୍ର, ଉଦିତ ନାରାୟଣ
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୫ ଫେବୃଆରୀ ୨୦୦୯

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ପ୍ରିୟା ଚୌଧୁରୀ
  • ମିହିର ଦାସ
  • ବିଜୟ ମହାନ୍ତି
  • ପିଣ୍ଟୁ ନନ୍ଦ
  • ବବି ମିଶ୍ର
  • ଜୟୀରାମ ସାମଲ
  • ଅପରାଜିତା ମହାନ୍ତି
  • ସୋଫିଆ ଆଲମ୍
  • ଦେବୁ ବୋଷ

ଗୀତ 

1. ପ୍ରିୟାରେ ପ୍ରିୟାରେ
2. ଲଣ୍ଡନ ଯା ପ୍ୟାରିସ୍ ଯା
3. ଜ‌ହ୍ନ ଶୋଇଚି
4. ଏମିତି ହୁଏ ପ୍ରେମରେ
5. ଡ୍ରିମ ଗାର୍ଲ
6. ଦେବିନି ଦେବିନି ହାର୍ଟ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର