ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଡନ୍

Image result for odia movie don

ନିର୍ଦ୍ଦେଶକ: ସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକ: ସଞ୍ଜୟ ନାୟକ, ବିନୟ ନାୟକ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କଳାକାର: ଅନୁଭବ ମହାନ୍ତି, ଲଭ୍‌ଲି, ବ‌ବି ମିଶ୍ର, ଦେବଯାନୀ, ସିଦ୍ଧାନ୍ତ ମହାପାତ୍ର, ଅରୋସ୍ମିତା, ବିଜୟ ମହାନ୍ତି, ଉତ୍ତମ ମହାନ୍ତି
ସଙ୍ଗୀତ: ଶାନ୍ତିରାଜ ଖୋସ୍‌ଲା, ସ୍ୱରୂପ ନାୟକ
ଗୀତ: ନିଜାମ୍, ସ୍ୱରୂପ ନାୟକ
କଣ୍ଠ: ଅନୁଭବ ମହାନ୍ତି
ଚିତ୍ରଗ୍ରହଣ: ରମେଶ ବାବୁ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୫ ଜାନୁଆରୀ ୨୦୧୦

ଅଭିନୟ

  • ଅନୁଭବ ମହାନ୍ତି
  • ଲଭ୍‌ଲି
  • ବ‌ବି ମିଶ୍ର
  • ଦେବଯାନୀ
  • ସିଦ୍ଧାନ୍ତ ମହାପାତ୍ର
  • ଅରୋସ୍ମିତା
  • ଇଲୁ ବାନାର୍ଜୀ
  • ଦେବୁ ବୋଷ
  • ଅନିତା ଦାସ
  • ଗ୍ଲୋରିଆ ମହାନ୍ତି
  • ବିନାୟକ ମିଶ୍ର
  • ସାତ୍ୱକୀ ମିଶ୍ର
  • ବିଜୟ ମହାନ୍ତି
  • ଉତ୍ତମ ମହାନ୍ତି
  • ସୁଧାଂଶୁ ମୋହ‌ନ ସାହୁ

ଗୀତ 

1. ତୁ ତୁ ତୁ ଖାଲି ତୁ
2. ତୋ ଆଖିରେ ଥିଲା କି
3. ଖୁସି ଲୋ ଖୁସି
4. ଆଇ ଏମ୍ ଦ ଡନ୍
5. ଚୁମା
6. ଛାତି ଟା ତୋ ଟାଣୁଆ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର