ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଦିୱାନା

Image result for 2010 odia movie diwana

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ବିଜୟ କନ୍ଦୋଇ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ଅଶୋକ ପତି, ରଣଜିତ ପଟ୍ଟନାୟକ
କାହାଣୀ: ବିଜୟ କନ୍ଦୋଇ
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ପପୁ ପମ ପମ, ମିହିର ଦାସ, ସମରେଶ ରାଉତରାୟ, ମୀନକେତନ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ
କଣ୍ଠ: କ୍ରିଷ୍ଣା, ଇରା ମହାନ୍ତି, ଉଦିତ ନାରାୟଣ, ବିନୋଦ ରାଠୋଡ଼, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୪ ଅକ୍ଟୋବର ୨୦୧୦

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ପପୁ ପମ ପମ
  • ମିହିର ଦାସ
  • ସମରେଶ ରାଉତରାୟ
  • ମୀନକେତନ
  • ଶକ୍ତି ବରାଳ
  • ଚୌଧୁରୀ ଜୟପ୍ରକାଶ ଦାସ
  • ସରୋଜ ଦାସ
  • ବିଜୟ ମହାନ୍ତି
  • ପିଣ୍ଟୁ ନନ୍ଦ
  • ଜୀବନ ପଣ୍ଡା
  • ରୁନୁ ପରିଜା
  • ପପି ସନ୍ତୁକ

ଗୀତ 

1. ନେ ନେ ନେ ରଙ୍ଗ ଟିକେ ଦେଲି
2. ଆକାଶେ ପବନ ପବନରେ ଚିଠି
3. ଭୁଲି ପାରୁନାହିଁ
4. ଆମ ଭିତରେ କଛି ଅଛି
5. ଦେହ ଦରଜ ହେଲାଣୀ
6. ଆ କ‌ହୁଚି ତ‌ତେ ଗୋଟେ କାହାଣୀ ଥିଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର