ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଦିଲ୍ ତ‌ତେ ଦେଇଚି

Image result for odia movie dil tate deichi

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ଉତ୍ତମ ଚାନ୍ଦ ଜୈନ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସଞ୍ଜୟ ନାୟକ
କଳାକାର: ସବ୍ୟସାଚୀ ମିଶ୍ର, ପ୍ରିୟା ଚୌଧୁରୀ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ବିରେନ ମିଶ୍ର, ହରିହର ମହାପାତ୍ର
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ବସନ୍ତରାଜ ସାମଲ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ସୁଜିତ୍ ପରିଜା
କଣ୍ଠ: ଉଦିତ ନାରାୟଣ, ମୁହ‌ମଦ ଅଜିଜ୍, କ୍ରିଷ୍ଣା ମିଶ୍ର, ଅଭିଜିତ ମିଶ୍ର, ତପୁ ମିଶ୍ର, ଇରା ମହାନ୍ତି, ଶାନ୍, ଅରୂପା ଦାସ
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ:
୧୧ ଜୁନ ୨୦୧୦

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ପ୍ରିୟା ଚୌଧୁରୀ
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • କୁନା ତ୍ରିପାଠୀ
  • ବିରେନ ମିଶ୍ର
  • ଅଙ୍କିତା ଭୌମିକ
  • ମିହିର ଦାସ
  • ହରିହର ମହାପାତ୍ର
  • ବିଜୁ ବଡ଼ଜେନା
  • ଗୌର ଆଚାର୍ଯ୍ୟ
  • ସଚିନ

ଗୀତ 

1. ସୁନେଲୀ ହାତରେ
2. ଦେଖିଲେ ଖାଲି
3. ପାଟି ଆଜି
4. ଏ ମାଟି ଏ ମହକ
5. ମୋ ପଞ୍ଜୁରୀ କରି
6. ଭିଜା ଓଠେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର