ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଧୀରେ ଧୀରେ ପ୍ରେମ ହେଲା

Related image

ନିର୍ଦ୍ଦେଶକ: ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ସୁନୀଲ ରାଉତ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ଦିଲ୍ଲୀପ ପଣ୍ଡା
କାହାଣୀ: ଦିଲ୍ଲୀପ ପଣ୍ଡା
କଳାକାର: ସବ୍ୟସାଚୀ ମିଶ୍ର, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ଚନ୍ଦନ କର, ପ୍ରିୟା ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ମୀନକେତନ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ପ୍ରଭାଂଶୁ ସାମନ୍ତରାୟ
କଣ୍ଠ: ମହ‌ମଦ ଅଜିଜ୍, କୁମାର ବାପି, ଶ୍ରୀଚରଣ, ତପୁ ମିଶ୍ର, ଉଦିତ ନାରାୟଣ
ଚିତ୍ରଗ୍ରହଣ: ସୁଶାନ୍ତ ବାହିନୀପତି, ଅଭିରାମ ମିଶ୍ର
ସମ୍ପାଦକ: ଦିଲ୍ଲୀପ ପଣ୍ଡା
ମୁକ୍ତିଲାଭ ତାରିଖ:
ଜାନୁଆରୀ ୨୦୦୯

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ବର୍ଷା ପ୍ରିୟଦର୍ଶିନୀ
  • ମିହିର ଦାସ
  • ଚନ୍ଦନ କର
  • ପ୍ରିୟା ମହାପାତ୍ର
  • ପ୍ରିୟଙ୍କା ମହାପାତ୍ର
  • ଜୟୀରାମ ସାମଲ
  • କୀର୍ତ୍ତୀ ମହାନ୍ତି
  • ଅମର
  • ବ୍ରଜ
  • ବୁଲେଟ୍
  • ମୀନକେତନ
  • ଦେବାଶିଷ
  • ହାତି
  • ପ୍ରଦ୍ୟୁମ୍ନ ଲେଙ୍କା
  • ପ୍ରିୟା
  • ରାକେଶ
  • ରାଣୀ
  • ସୋନାଲି
  • କୁନା ତ୍ରିପାଠୀ

ଗୀତ 

1. ତୁ ରାଗିଲେ ଲାଗୁଚୁ ଭଲ
2. ତୋ କଥା ମୋ ମନ କ‌ହିଲା
3. ପ୍ଲିଜ୍ ଦେ କିସ୍ ଥରେ
4. ପାଖରେ ଥାଇ
5. ପାଗଳ ଜୀବନ ଚଗଲା ଫଗୁଣ
6. ନିଦ ଆସେନା ଭଲ ଲାଗେନା
7. କିଏ ଚୋରି କରିନେଲା ପୁନେଇଁ ଜ‌ହ୍ନ
8. ଦିଲ୍ ଜାନୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର