ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଛାତି ଚିରିଦେଲେ ତୁ

Image result for odia film neijare magha mate

ନିର୍ଦ୍ଦେଶକ: ଏସ୍ କେ ମୂରଲୀଧରନ
ପ୍ରଯୋଜକ: ଅଜିତ ମିଶ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ
ସଂଳାପ: ସତ୍ୟନାରାୟଣ ସାହୁ
ଚିତ୍ରନାଟ୍ୟ: ଏସ୍ କେ ମୂରଲୀଧରନ
କାହାଣୀ: ସୌମ୍ୟ ରଞ୍ଜନ ପଟ୍ଟନାୟକ
କଳାକାର: ଅନୁଭବ ମହାନ୍ତି, ମିଠି, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ହର ପଟ୍ଟନାୟକ, ପ୍ରିୟଙ୍କା ମହାପାତ୍ର, ରାଇମୋହ‌ନ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ବିଜୟ ମଲ୍ଲ, ମୋହିତ ଚକ୍ରବର୍ତ୍ତୀ
କଣ୍ଠ: ମହ‌ମଦ ଅଜିଜ୍, ଇରା ମହାନ୍ତି, ଉଦିତ ନାରାୟଣ, ସୁରେଶ ୱାଡ଼େକର, ବିଭୁ କିଶୋର, ପମି
ଚିତ୍ରଗ୍ରହଣ: ନିରଞ୍ଜନ ଦାଶ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
ଜୁନ ୨୦୦୮

ଅଭିନୟ

  • ଅନୁଭବ ମହାନ୍ତି
  • ମିଠି
  • ସିଦ୍ଧାନ୍ତ ମହାପାତ୍ର
  • ବିଜୟ ମହାନ୍ତି
  • ହର ପଟ୍ଟନାୟକ
  • ପ୍ରିୟଙ୍କା ମହାପାତ୍ର
  • ରାଇମୋହ‌ନ ପରିଡ଼ା
  • ଦେବୁ ବୋଷ
  • ଦେବୁ ବ୍ରହ୍ମା
  • ଚନ୍ଦନ କର
  • ମୁନ୍ନା ଖାନ୍
  • ପ୍ରଦ୍ୟୁମ୍ନ ଲେଙ୍କା
  • ସଲିଲ ମିତ୍ର
  • ପଷ୍ପା ପଣ୍ଡା
  • ସୌମ୍ୟ ରଞ୍ଜନ ପଟ୍ଟନାୟକ
  • ଜୟୀରାମ ସାମଲ

ଗୀତ 

1. ଛାତି ଚିରିଦେଲେ ତୁ
2. ଝିପ୍ ଝିପ୍ ଝମ୍ ଝମ୍
3. ପବନ ସୂତ ହେ
4. ଲେଖିଦେଲି ଛାତି ଚିରି
5. ତୁ ଡାକିଲି ଆ'ରେ
6. ତୁ କ‌ହିଲେ ଆ'ରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର