ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଭୁଲ୍ ବୁଝିବନି ମତେ

Image result for odia movie bhul bujhibani mate

ନିର୍ଦ୍ଦେଶକ: କୁନାଲ ପଟ୍ଟନାୟକ
ପ୍ରଯୋଜକ: ଆଳୟ ମହାନ୍ତି, ରଚିତା ଷଡ଼ଙ୍ଗୀ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: କୁନାଲ ପଟ୍ଟନାୟକ
କାହାଣୀ: ଆଳୟ ମହାନ୍ତି
କଳାକାର: ଦେବାଶିଷ ପାତ୍ର, ପ୍ରିୟଙ୍କା, ଆମେଲି ପଣ୍ଡା, ମିହିର ଦାସ, ଅପରଜିତା ମହାନ୍ତି, ଅଜିତ ଦାସ, ରାଇଚରଣ ଦାସ
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
କଣ୍ଠ: କୁମାର ବାପି, ତପୁ ମିଶ୍ର, କ୍ରିଷ୍ଣା, ବିଭୁ କିଶୋର
ଚିତ୍ରଗ୍ରହଣ: ସତ୍ୟ ପଟ୍ଟନାୟକ
ସମ୍ପାଦକ: ରବି ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୯ ଜୁଲାଇ ୨୦୧୦

ଅଭିନୟ

  • ଦେବାଶିଷ ପାତ୍ର
  • ପ୍ରିୟଙ୍କା
  • ଆମେଲି ପଣ୍ଡା
  • ମିହିର ଦାସ
  • ଅପରଜିତା ମହାନ୍ତି
  • ଅଜିତ ଦାସ
  • ରାଇଚରଣ ଦାସ
  • ଅଭୟ ମହାନ୍ତି
  • ପିଣ୍ଟୁ ନନ୍ଦ
  • କାଶି ରଥ
  • ସମରେଶ ରାଉତରାୟ
  • ଗୁମନ ସିଂହ

ଗୀତ 

1. ତୁ ଥା ସାଥିରେ
2. ତୋ ଆଖିରେ
3. ପ୍ରେମ ଥିଲା ଆଖିରେ
4. ମୁଁ ବାଟ ବଣା ଚଢ଼େଇ
5. କେମିତ କାଟିବି ତୋ ବିନା ଦିନ
6. ଆଜି ପୁନେଇଁ ଚାନ୍ଦର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର