ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଭୈରବ

Image result for odia film bhairab

ନିର୍ଦ୍ଦେଶକ: ମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକ: ଶିଶିର ଚନ୍ଦ୍ର ଦାସ ଓ ପ୍ରଭାତ କୁମାର ପ୍ରଧାନ
ସଂଳାପ: ଦେବୀଦତ୍ତ ମହାନ୍ତି
କଳାକାର: ଅସୀତ, ଆହାନା, ଏଲ୍‌ସା, ପପୁ ପମ ପମ, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ
କଣ୍ଠ: ପପୁ ପମ ପମ, ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୮ ସେପ୍ଟେମ୍ବର ୨୦୧୭

ଅଭିନୟ

  • ଅସୀତ
  • ଆହାନା ବରାଳ
  • ଏଲ୍‌ସା
  • ପପୁ ପମ ପମ
  • ପିଣ୍ଟୁ ନନ୍ଦ
  • ସମରେଶ ରାଉତରାୟ
  • ଶକ୍ତି ବରାଳ
  • ଦେବୁ ବ୍ରହ୍ମା
  • ହାଡ଼ୁ
  • ବିଜୁ ବଡ଼ଜେନା
  • ରାଜୀବ
  • ଦେବୀ ବାରିକ
  • ଜ୍ଞାନ
  • ଟନିଆ
  • ଭିକାରୀ

ଗୀତ 

1. ପ୍ରଥମ ଏ ଜୀବନରେ
2. ଭୈରବ
3. ସାବୁନ ଲଗେଇ ଧୋ
4. ଢକ ଢକ ପିଇଯିବି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର