ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବନ୍ଦେ ଉତ୍କଳ ଜନନୀ

Related image

ନିର୍ଦ୍ଦେଶକ: ଶୁଭେନ୍ଦୁ ସ୍ୱାଇଁ
ପ୍ରଯୋଜକ: ପ୍ରଗତି ମହାନ୍ତି, ଦେବାଶିଷ ଡୋଗ୍‌ରା
ସଂଳାପ: ହର ବାରିକ
ଚିତ୍ରନାଟ୍ୟ: ଶୁଭେନ୍ଦୁ ସ୍ୱାଇଁ
କାହାଣୀ: ଶୁଭେନ୍ଦୁ ସ୍ୱାଇଁ
କଳାକାର: ସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ ମିଶ୍ର, ହର ରଥ, ଅର୍ପିତା ମୁଖାର୍ଜୀ, ମୀନକେତନ, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତ: ଶରତ ନାୟକ
ଗୀତ: ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ, ପଞ୍ଚାନନ ନାୟକ
କଣ୍ଠ: ଅରବିନ୍ଦ, କୁମାର ବାପି, ମିତା ମହାକୁଡ଼, ତପୁ ମିଶ୍ର, ପମି
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୦୦୮

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ସବ୍ୟସାଚୀ ମିଶ୍ର
  • ହର ରଥ
  • ଅର୍ପିତା ମୁଖାର୍ଜୀ
  • ମୀନକେତନ
  • ମାତୃ ପ୍ରସାଦ
  • ଅଶ୍ରୁମୋଚନ ମହାନ୍ତି
  • ସ୍ମିତା ମହାନ୍ତି
  • ପ୍ରେମାନନ୍ଦ ବାରିକ
  • ସମ୍ପୂର୍ଣ୍ଣା ଚକ୍ରବର୍ତ୍ତୀ
  • ଚୁମକୀ
  • ଚୌଧୁରୀ ବିକାଶ ଦାସ
  • ମୃତ୍ୟୁଞ୍ଜୟ ମହାପାତ୍ର
  • ସଂଗ୍ରାମ ମଲ୍ଲିକ
  • ପ୍ରିତୀ ମିଶ୍ର
  • ସନ୍ତୋଷ ମିଶ୍ର
  • ରଞ୍ଜିତା ନାୟକ
  • ସନ୍ତୋଷ ନାୟକ
  • ଜୀବନ ପଣ୍ଡା
  • ସଚ୍ଚି ପଣ୍ଡା
  • ସୂର୍ଯ୍ୟମଣି ପଣ୍ଡା
  • ବିଜୟ ପଟ୍ଟନାୟକ
  • ପାୟଲ
  • ରାଣୀ
  • ରାନୁ
  • ଅଭିନବ ସିଂହ
  • ହରିହର ସ୍ୱାଇଁ
  • ଭୂମିକା ରେଭେରୀ
  • ରାଇଚରଣ ଦାସ

ଗୀତ 

1. ବନ୍ଦେ ଉତ୍କଳ ଜନନୀ
2. ଦୁନିଆରେ ଏତେ ପୁଅ
3. ଏ ରାତି ଜଳୁଛି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର