ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବାଇଶି ପାହାଚେ ଖେଳିବ ମୀନ

Image result for odia movie chori chori mana chori 2011

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ଶୁଭମ ଶତାବ୍ଦୀ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ଅଚ୍ୟୁତଙ୍କର ମାଳିକା ଉପରେ ଆଧାରିତ (ପୃଥିବୀ ଧ୍ୱଂସର କାହାଣୀ)
କଳାକାର: ଲଳିତ, ପୁନମ ମିଶ୍ର, ମିହିର ଦାସ, ବିଜୟ ମହାନ୍ତି, ଦୁଷ୍ମନ୍ତ ପଣ୍ଡା, ପ୍ରିୟା ଚୌଧୁରୀ, ଅଖିଳ ପଟ୍ଟନାୟକ
ସଙ୍ଗୀତ: ଶାନ୍ତରାଜ ଖୋସ୍‌ଲା
ମୁକ୍ତିଲାଭ ତାରିଖ:
୧୪ ଜୁନ ୨୦୧୧

ଅଭିନୟ

  • ଲଳିତ
  • ପୁନମ ମିଶ୍ର
  • ମିହିର ଦାସ
  • ବିଜୟ ମହାନ୍ତି
  • ଦୁଷ୍ମନ୍ତ ପଣ୍ଡା
  • ପ୍ରିୟା ଚୌଧୁରୀ
  • ଅଖିଳ ପଟ୍ଟନାୟକ
  • ବୀଣା ମହାରଣା
  • ରାଇଚରଣ

ଗୀତ 

1. ବାଇଶି ପାହାଚେ ଖେଳିବ ମୀନ
2. ଶୁଣ ଶୁଣ ସକାଳରେ
3. ତୋ ବିନା ୟେ କେମିତି
4. ଏ କେମିତି ଋତୁ ହେଲା
5. ରାତି ନାହିଁ ଦିନ ନାହିଁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର