ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆସିବୁ କେବେ ସାଜି ମୋ ରାଣୀ

Image result for odia movie aasibu kebe saji mo rani

ନିର୍ଦ୍ଦେଶକ: ମନୋରଞ୍ଜନ ପାଲ୍
ପ୍ରଯୋଜକ: ରାକେଶ ବେହେରା, ଅନୁରାଗ ସାହୁ
ସଂଳାପ: ଅଜୟ ସାମଲ
ଚିତ୍ରନାଟ୍ୟ: ମନୋରଞ୍ଜନ ପାଲ୍
କାହାଣୀ: ଚୈତନ୍ୟ ବେହେରା
କଳାକାର: ଆକାଶ ଦାସନାୟକ, ଖୁସି ଗର୍ବୀ, ମିହିର ଦାସ, ବୀଣା ମହାରଣା, ରାଇମୋହ‌ନ ପରିଡ଼ା, ଅକ୍ଷୟ ବସ୍ତିଆ
ସଙ୍ଗୀତ: ଗ‌ଗନ ବିହାରୀ
ଗୀତ: ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ
କଣ୍ଠ: ଅଭିଜିତ, ମହ‌ମଦ ଅଜିଜ୍, ବାପୁ ଗୋସ୍ୱାମୀ, ଇରା ମହାନ୍ତି, ଉଦିତ ନାରାୟଣ, ଶୈଳଭାମା, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: କୁନା ରାଉଳ
ମୁକ୍ତିଲାଭ ତାରିଖ:
୧୯ ନଭେମ୍ବର ୨୦୧୦

ଅଭିନୟ

  • ଆକାଶ ଦାସନାୟକ
  • ଖୁସି ଗର୍ବୀ
  • ମିହିର ଦାସ
  • ବୀଣା ମହାରଣା
  • ରାଇମୋହ‌ନ ପରିଡ଼ା
  • ଅକ୍ଷୟ ବସ୍ତିଆ
  • ବ୍ରଜ ସିଂହ
  • ଦେବୀ ବାରିକ
  • ଚୈତନ୍ୟ ବେହେରା
  • ଦେବୁ ବୋଷ
  • ଦୀପାଲି
  • ଜ୍ୟୋତି
  • ସ୍ମିତା ମହାନ୍ତି
  • ଅନୁରାଗ ସାହୁ

ଗୀତ 

1. କାଉ ଯଦି ଖୁମ୍ପି ଦେଲା
2. ମୋ ଶଂଖା ସିନ୍ଦୂର
3. ପାଗଳ ପ୍ରେମିକ
4. ରୂପେଲି ଦେହରେ
5. ସବୁ ଦେଇ ସାରି
6. ସାଇ ରାମ ସାଇ ରାମ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର