ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆମ ଭିତରେ କିଛି ଅଛି

Image result for odia movie aama bhitare kichhi achhi

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
ସଂଳାପ: ହର ବାରିକ
ଚିତ୍ରନାଟ୍ୟ: ଦେବୀଦତ୍ତ ମହାନ୍ତି
କାହାଣୀ: ବିଜୟ ମିଶ୍ର
କଳାକାର: ଅନୁଭବ, ବର୍ଷା ପ୍ରିୟଦର୍ଶିନୀ, ଶ୍ରେୟା ଝା, ହରିହର ମହାପାତ୍ର, ଅଜିତ ଦାସ, ଅନୀତା ଦାସ, ଗ୍ଲୋରିଆ ମହାନ୍ତି
ସଙ୍ଗୀତ: ବିକାଶ ଦାସ
ଗୀତ: ବିଜୟ ମଲ୍ଲ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅରୁଣ ମନ୍ତ୍ରୀ, ଦେବୀଦତ୍ତ ମହାନ୍ତି
କଣ୍ଠ: ଅଭିଜିତ, ସୁନିଧି ଚୌହାନ, ଉଦିତ ନାରାୟଣ, ନିବେଦିତା, ଶାନ୍, ସୁରେଶ ୱାଡ଼େକର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୩ ଜୁନ ୨୦୧୦

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ଶ୍ରେୟା ଝା
  • ହରିହର ମହାପାତ୍ର
  • ଅଜିତ ଦାସ
  • ଅନୀତା ଦାସ
  • ଗ୍ଲୋରିଆ ମହାନ୍ତି
  • ରତନ ମେହେର
  • ସାତ୍ୱକୀ ମିଶ୍ର
  • ସ୍ମିତା ମହାନ୍ତି
  • ପୃଥିରାଜ ନାୟକ

ଗୀତ 

1. ଆମ ଭିତରେ କିଛି
2. ଏ ଜୀବନର
3. ତୋ ବିନା
4. ଦେଖା ହେଲା
5. କାହ୍ନୁରେ
6. ଆସିବ ଆସିବ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର