ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆ'ଲୋ ମୋର କଣ୍ଢେଇ

Image result for odia movie aalo mora kandhei

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ମାନସ ସାହୁ
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ହିମାଂଶୁ ପରିଜା
କାହାଣୀ: ଚଞ୍ଜଳା ସାହୁ
କଳାକାର: ଆକାଶ ଦାସନାୟକ, ପ୍ରିୟା ଚୌଧୁରୀ, ଅର୍ଚ୍ଚିତା ସାହୁ, ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ହରିହର ମହାପାତ୍ର
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
କଣ୍ଠ: କୁମାର ବାପି, ଶ୍ରୀଚରଣ, ଖୁସ୍‌ବୋ ଜୈନ, ପାମେଲା ଜୈନ, ଉଦିତ ନାରାୟଣ, ଦିପ୍ତି ପଣ୍ଡା, ଶୈଳଭାମା, ସୁଭଦ୍ରା
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ପ୍ରତୀକ ମିଶ୍ର
ମୁକ୍ତିଲାଭ ତାରିଖ:
୧୧ ଜୁନ ୨୦୧୦

ଅଭିନୟ

  • ଆକାଶ ଦାସନାୟକ
  • ପ୍ରିୟା ଚୌଧୁରୀ
  • ଅର୍ଚ୍ଚିତା ସାହୁ
  • ସିଦ୍ଧାନ୍ତ ମହାପାତ୍ର
  • ମିହିର ଦାସ
  • ସରୋଜ ଦାସ
  • ଅନୀତା ଦାସ
  • ହରିହର ମହାପାତ୍ର
  • ବୀଣା ମହାରଣା

ଗୀତ 

1. ଆ'ଲୋ ମୋର କଣ୍ଢେଇ
2. ଆଇ ଲଭ୍‌ ୟୁ
3. ଚାନ୍ଦ କ‌ହିଲା ତୁ କ'ଣ ନବୁ
4. କେବେ ନା କେବେ ଚଲା ବାଟରେ
5. ଅନାଥର ନାଥ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର