ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆଖି ପଲକରେ ତୁ

Image result for odia movie akhi palakare tu

ନିର୍ଦ୍ଦେଶକ: ରବିନ୍ଦ୍ର ପ୍ରଧାନ
ପ୍ରଯୋଜକ: ଗିରିଧାରୀ ମଲ୍ଲିକ
ସଂଳାପ: ପ୍ରଦୀପ ନନ୍ଦ
ଚିତ୍ରନାଟ୍ୟ: ରବିନ୍ଦ୍ର ପ୍ରଧାନ
କାହାଣୀ: ରବିନ୍ଦ୍ର ପ୍ରଧାନ
କଳାକାର: ସବ୍ୟସାଚୀ ମିଶ୍ର, ବବ୍‌ଲି, ମୁକେଶ ରିଷି, ମିହିର ଦାସ, ଗ୍ଲୋରିଆ ମହାନ୍ତି, ଅନୀତା ଦାସ, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତ: ଶାନ୍ତିରାଜ ଖୋସ୍‌ଲା
ଗୀତ: ଶ୍ରୀକାନ୍ତ ଗୌତମ
କଣ୍ଠ: କୁମାର ବାପି, ତପୁ ମିଶ୍ର, ଶୈଳଭାମା, ସଞ୍ଜୁ
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ରବିନ୍ଦ୍ର ପ୍ରଧାନ
ମୁକ୍ତିଲାଭ ତାରିଖ:
୧୨ ଫେବୃଆରୀ ୨୦୧୦

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ବବ୍‌ଲି
  • ମୁକେଶ ରିଷି
  • ମିହିର ଦାସ
  • ଗ୍ଲୋରିଆ ମହାନ୍ତି
  • ଅନୀତା ଦାସ
  • ମୀନକେତନ
  • ଅଶ୍ରୁମୋଚନ ମହାନ୍ତି
  • ବବି ମିଶ୍ର
  • ପପୁ ପମ ପମ
  • ହରିହର ମହାପାତ୍ର
  • ଦିଲ୍ଲୀପ ପଣ୍ଡା
  • ଇଲୁ ବାନାର୍ଜୀ
  • ବାବୁ ପ୍ରଧାନ
  • ରୁନୁ ନନ୍ଦ
  • ତାନିଆ ବିଜୟ ମହାନ୍ତି
  • ସାହେବ ସିଂହ
  • ସିଲିଲ ମିତ୍ର

ଗୀତ 

1. ତୋ ହସ ମୋ ହସ
2. ଆଖି ପଲକରେ ତୁ
3. ତୋ ଦୁଃଖ ମୋ ଦୁଃଖ
4. ମନ ମୋର ହେଇଗଲାରେ
5. ରାମ ହରେ ହରେ ରାମ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର