ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆକାଶେ କି ରଙ୍ଗ ଲାଗିଲା

Image result for odia films of 2009 Abhimanyu

ନିର୍ଦ୍ଦେଶକ: ଏସ୍ କେ ମୂରଲୀଧରନ
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ, ରାଜ୍ ଥୋରାନୀ
ସଂଳାପ: ସୁଦୀପ୍ତା ନନ୍ଦ
ଚିତ୍ରନାଟ୍ୟ: ବିଜୟ ମଲ୍ଲ
କାହାଣୀ: ବିଜୟ ମଲ୍ଲ
କଳାକାର: ଅନୁଭବ ମହାନ୍ତି, ଅର୍ଚ୍ଚିତା ସାହୁ, ରାଲି ନନ୍ଦ, ବିରଞ୍ଚି, ଦେବୁ ବୋଷ, ଅନିତା ଦାସ, ରାଇଚରଣ ଦାସ, ସଲିଲ ମିତ୍ର
ସଙ୍ଗୀତ: ବିକାଶ ଦାସ
ଗୀତ: ମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ
କଣ୍ଠ: ଶ୍ରୀଚରଣ, କୁରଣାକର, ଉଦିତ ନରାୟଣ, ନିବେଦିତା, ପଦ୍ମା, ପମି, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଆର୍. ଭଗତ ସିଂହ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୨ ଜୁନ ୨୦୦୯

ଅଭିନୟ

  • ଅନୁଭବ ମହାନ୍ତି
  • ଅର୍ଚ୍ଚିତା ସାହୁ
  • ରାଲି ନନ୍ଦ
  • ବିରଞ୍ଚି
  • ଦେବୁ ବୋଷ
  • ଅନିତା ଦାସ
  • ରାଇଚରଣ ଦାସ
  • ସଲିଲ ମିତ୍ର
  • ପୃଥିରାଜ ନାୟକ
  • ରୁନୁ ପରିଜା
  • ଜୟୀରାମ ସାମଲ
  • ହରିହର ମହାପାତ୍ର
  • ମୁନ୍ନା ଖାନ୍
  • ମଧୁସ୍ମିତା
  • ବ୍ରଜ ନାୟକ
  • ମିଲି
  • ପୁପୁନ୍

ଗୀତ 

1. ଦୂରେ ଚାଲିଯାଏ ମାୟା ଲଗେଇ
2. ତୋ ଆଖିରେ ମୁଁ
3. କୁଚ୍ଚି କୁଚ୍ଚି
4. ଆଜି ଆକାଶେ କି ରଙ୍ଗ ଲାଗିଲା
5. ଲୁହ ଟୋପେ
6. ଆକାଶକୁ ଛୁଇଁଯିବି
7. ଆଜି ଆକାଶେ କି ରଙ୍ଗ ଲାଗିଲା (ଧିର)
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର