ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆଇଲାରେ ଓଡ଼ିଆ ପୁଅ

Image result for odia films of 2009 aailare Odia pua

ନିର୍ଦ୍ଦେଶକ: ଚୌଧୁରୀ ବିକାଶ ଦାସ, ବିଶ୍ୱଜିତ ମହାନ୍ତି
ପ୍ରଯୋଜକ: ପ୍ରତାପ ଜେନା
କାହାଣୀ: ରଞ୍ଜନ ମିଶ୍ର
କଳାକାର: ତନ୍ମୟ ମିଶ୍ର, କାଜଲ ମିଶ୍ର, ଜୀନା ସାମଲ, ଅଂଶୁମାନ ସାମନ୍ତରାୟ, ସମରେଶ ରାଉତରାୟ, ମିହିର ଦାସ
ସଙ୍ଗୀତ: ବିକାଶ ଦାସ
ଗୀତ: ବସନ୍ତରାଜ ସାମଲ, ବିଜୟ ମଲ୍ଲ
କଣ୍ଠ: କୁମାର ବାପି, ସଂଘମିତ୍ରା ଜେନା, ତପୁ ମିଶ୍ର, ଦେବାଶିଷ ମହାପାତ୍ର
ଚିତ୍ରଗ୍ରହଣ: ଅଜିତ କୁମାର ଦାସ
ସମ୍ପାଦକ: ବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ:
ଅପ୍ରେଲ ୨୦୦୯

ଅଭିନୟ

  • ତନ୍ମୟ ମିଶ୍ର
  • କାଜଲ ମିଶ୍ର
  • ଜୀନା ସାମଲ
  • ଅଂଶୁମାନ ସାମନ୍ତରାୟ
  • ସମରେଶ ରାଉତରାୟ
  • ମିହିର ଦାସ
  • ଦେବୁ ବ୍ରହ୍ମା
  • ପ୍ରତାପ ଜେନା
  • ଅଜୟ ମିଶ୍ର
  • ଅପରାଜିତା ମହାନ୍ତି
  • ଉତ୍ତମ ମହାନ୍ତି
  • ଭୂପତି ତ୍ରିପାଠୀ

ଗୀତ 

1. ପଡ଼ିଶା ଘର ପୁଅ
2. ତୁ ତୋ ମୋର ଫାର୍ଷ୍ଟ
3. ହାରିନି କେବେ ଡରିନି କେବେ
4. ଆଖି ଖୋଲିଦେଲେ ମୁଁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର