ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆ ରେ ସାଥି ଆ

Image result for odia films of 2009 aa re sathi aa

ନିର୍ଦ୍ଦେଶକ: ଏନ୍. ପାଢ଼ୀ
ପ୍ରଯୋଜକ: ରାଜେଶ ମଲ୍ଲିକ, ଅମର ମହାନ୍ତି
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ଏନ୍. ପାଢ଼ୀ
କାହାଣୀ: ରମଣ ରଞ୍ଜନ
କଳାକାର: ସିଦ୍ଧାନ୍ତ ମହାପାତ୍ର, ସୋନାଲି ମହାପାତ୍ର, ଦୁଷ୍ମନ୍ତ ପଣ୍ଡା, ପାୟଲ ବାନାର୍ଜୀ, ମିହିର ଦାସ, ସ୍ନିଗ୍ଧା ମହାନ୍ତି, ନମ୍ରତା ଦାସ
ସଙ୍ଗୀତ: ଗୁଡ୍‌ଲି ରଥ
ଗୀତ: ବାପୁ ଗୋସ୍ୱାମୀ, ରଜନୀ ରଞ୍ଜନ, ନିଜାମ୍
କଣ୍ଠ: କୁମାର ବାପି, ସୁଜିତ୍ ଭୋଇ, ତପୁ ମିଶ୍ର, ଅରବିନ୍ଦ ଷଡ଼ଙ୍ଗୀ
ଚିତ୍ରଗ୍ରହଣ: ରମେଶ ବାବୁ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୯

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ସୋନାଲି ମହାପାତ୍ର
  • ଦୁଷ୍ମନ୍ତ ପଣ୍ଡା
  • ପାୟଲ ବାନାର୍ଜୀ
  • ମିହିର ଦାସ
  • ଜର୍ଜ ତିଆଡ଼ି
  • ସ୍ନିଗ୍ଧା ମହାନ୍ତି
  • ଇଲୁ ବାନାର୍ଜୀ
  • ମୀନକେତନ
  • ଦେବୀ ବାରିକ
  • ସନ୍ତୋଷ ନାୟକ
  • ବିଜୁ ବଡ଼ଜେନା
  • ବିକାଶ ଦାସ
  • ବେବି ରଥ
  • ନମ୍ରତା ଦାସ
  • ଲଭ୍‌ଲି
  • ଚୁଙ୍ଗା
  • ସୁଦୀପ୍ତା
  • ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ
  • ଜୀବନ ପଣ୍ଡା
  • ରାଜଶ୍ରୀ
  • ଥିନ୍

ଗୀତ 

1. ବଡ଼ କଠିନ ସେ
2. ଚାହାଣୀ ଅଲଗା ହେଲେ କାହାଣୀ ଏକା
3. ହାଲ୍‌କା ହାଲ୍‌କା ଲାଗେ ୟେ ମନ
4. କିଛି କିଛି କ‌ହୁଥିଲା
5. ମସ୍ତ ଚେହେରା ମୋର ଲାଗେ
6. ମୋ କୁଆଁରୀ ମନରେ କଣ୍ଟା ଲାଗିଗଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର