ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆ' ଜ‌ହ୍ନରେ ଲେଖିବା ନାଁ

Image result for odia films of 2009 aa janhare lekhiba naa

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ତୃପ୍ତି ପ୍ରସାଦ ଦାସ
ସଂଳାପ: ଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟ: ଆଶୀର୍ବାଦ ପଟ୍ଟନାୟକ, ସୁଶାନ୍ତ ମଣି
କାହାଣୀ: ଆଶୀର୍ବାଦ ପଟ୍ଟନାୟକ
କଳାକାର: ଅନୁଭବ ମହାନ୍ତି, ଗୀତାଞ୍ଜଳୀ, ଅପରାଜିତା ମହାନ୍ତି, ଝରଣା ଦାସ, ମନୋଜ ମିଶ୍ର, ଜୟୀରାମ ସାମଲ
ସଙ୍ଗୀତ: ଶରତ ନାୟକ
ଗୀତ: ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ, ଦେବୀଦତ୍ତ ମହାନ୍ତି
କଣ୍ଠ: କୁମାର ବାପି, ଅରବିନ୍ଦ ଦତ୍ତ, ତପୁ ମିଶ୍ର, ଶରତ ନାୟକ, ପମି
ଚିତ୍ରଗ୍ରହଣ: ଶୁଭ୍ରାଂଶୁ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୦୦୯

ଅଭିନୟ

  • ଅନୁଭବ ମହାନ୍ତି
  • ଗୀତାଞ୍ଜଳୀ
  • ଅପରାଜିତା ମହାନ୍ତି
  • ଝରଣା ଦାସ
  • ମନୋଜ ମିଶ୍ର
  • ଜୟୀରାମ ସାମଲ
  • ପପୁନ
  • ଅରୋସ୍ମିତା
  • ଆକାଂକ୍ଷା
  • ବିଭୁଦତ୍ତ
  • ପ୍ରକାଶ
  • ସୁମନ

ଗୀତ 

1. କିଛି ରଙ୍ଗ ଲାଗେ ଦେହରେ
2. ଚେହେରାରୁ ଲାଗ ତୁମେ
3. ଆଜିକାଲି ମନ ମୋର
4. ଭାଗ୍ୟ ଯେତେ କରୁ ବଡ଼
5. ଆ' ଜ‌ହ୍ନରେ ଲେଖିବା ନାଁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର