ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୁ ମୋ ଲଭ୍ ଷ୍ଟୋରୀ

Image result for odia film tu mo love story

ନିର୍ଦ୍ଦେଶକ:ତାପସ ସରଗରିଆ
ପ୍ରଯୋଜକ: ଦୀପକ କୁମାର ମିଶ୍ର
ସଂଳାପ: ବାପୁ ଗୋସ୍ୱାମୀ, ସନ୍ତୋଷ ନାରାୟଣ ଦାସ
କଳାକାର: ସ୍ୱରାଜ ବାରିକ, ଭୂମିକା ଦାଶ, ମିହିର ଦାସ, ଦେବାଶିଷ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ସୁବ୍ରତ ସ୍ୱାଇଁ, ଅରୁଣ ମନ୍ତ୍ରୀ
କଣ୍ଠ: ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ବିଶ୍ୱଜିତ ମହାପାତ୍ର
ମୁକ୍ତିଲାଭ ତାରିଖ:
୭ ଅପ୍ରେଲ ୨୦୧୭
 

ଅଭିନୟ

  • ସ୍ୱରାଜ ବାରିକ
  • ଭୂମିକା ଦାଶ
  • ମିହିର ଦାସ
  • ଦେବାଶିଷ
  • ବିକାଶ ଦାସ
  • ପ୍ରିୟଙ୍କା
  • ପ୍ରଜ୍ଞା
  • ଚୌଧରୀ ବିକାଶ ଦାସ
  • ମନୋଜ ମିଶ୍ର 
  • ପୃଥିରାଜ
 

ଗୀତ

1. ତୁ ମୋ ଲଭ୍ ଷ୍ଟୋରୀ
2. ଚାଲ ଆମେ ପାଖାପାଖି ବସିବା
3. ଯଦି ଏଇ ଜୀବନରେ ଆସିଲୁ ଥରେ
4. ପ୍ରେମରେ ପାପ କେତେ ପୁଣ୍ୟ କେତେ
5. ଟିକେ ଟିକେ ଅଚିହ୍ନା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର