ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଟିକେ ଖରା ଟିକେ ଛାଇ

Image result for odia film tike khara tike chhai



ନିର୍ଦ୍ଦେଶକ:କୁମାର ସରୋଜ
ପ୍ରଯୋଜକ: ଅୟସ୍କାନ୍ତ ମହାନ୍ତି
ସଂଳାପ: ବାପୁ ଗୋସ୍ୱାମୀ, ଅଜୟ ସାମଲ
ଚିତ୍ରନାଟ୍ୟ: କୁମାର ସରୋଜ
କାହାଣୀ: ମଧୁସ୍ମିତା ଦାଶ
କଳାକାର: ଦୀପକ, ପ୍ରିୟଙ୍କା, ଦେବାଶିଷ, ବାବୁ, ଲୀନା
ସଙ୍ଗୀତ: ବିଶ୍ୱ ସ୍ୱରୂପ
କଣ୍ଠ: ବିଶ୍ୱ ସ୍ୱରୂପ, ହ୍ୟୁମାନ ସାଗର, ଯସସ୍ୱିନୀ ନାୟକ, ଅସୀତ ତ୍ରିପାଠୀ, ଅସୀମା ପଣ୍ଡା, ସୁଦୀପ ପ୍ରଭୁ
ମୁକ୍ତିଲାଭ ତାରିଖ:
୨୧ ଅପ୍ରେଲ ୨୦୧୭

 ଅଭିନୟ

  • ଦୀପକ ବାରିକ
  • ପ୍ରିୟଙ୍କା
  • ଦେବାଶିଷ ପତି
  • ରକ୍‌ ପାତ୍ର
  • ପ୍ରିନସ୍‌ ଆର୍ଯ୍ୟନ୍‌
  • ବାବୁ ପ୍ରଧାନ
  • ଉମେଶ ଦାଶ
  • ଜୁନିଅର ପପୁ
  • ଲୀନା

 ଗୀତ

1. ଟିକେ ଖରା ଟିକେ ଛାଇ
2. ହିଆ ନଥିଲା
3. ଲାଇଫ୍‌ଟା ଅକ୍ସିଜେନ ଗୁବାରା
4. ଓ ସାଥିରେ ଯଦି ପ୍ରେମ
5. ଏଇ ମୋ ଆଖିରେ ଏଇ ମୋ ମନରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର