ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଦି ଏଣ୍ଡ୍

Image result for odia film the end

ନିର୍ଦ୍ଦେଶକ:ଟି. ଗଣେଶ
ପ୍ରଯୋଜକ: ସତ୍ୟକାନ୍ତ ସାହୁ
ସଂଳାପ: ଅଜୟ ସାମଲ
ଚିତ୍ରନାଟ୍ୟ: ଟି. ଗଣେଶ
କାହାଣୀ: ସତ୍ୟକାନ୍ତ ସାହୁ
କଳାକାର: ଅଶ୍ୱୀନି ତ୍ରିପାଠୀ, ପ୍ରିତୀ, ମନୋଜ ମିଶ୍ର, ଇଲୁ ବାନାର୍ଜୀ
ସଙ୍ଗୀତ: ଏସ୍. ଚନ୍ଦ୍ରକାନ୍ତ
ଗୀତ: ନିର୍ମଳ ନାୟକ, ଜୟନ୍ତ ଦାସ, ଏନ୍‌. ଗରୁଦତ୍ତ, ଡ. ଶୁଭ କୁମାର, ବିଭୂତି ସ୍ୱାଇଁ ଓ ଦିବ୍ୟଲୋଚନ
କଣ୍ଠ: ହ୍ୟୁମାନ ସାଗର, ପ୍ରିନସ୍‌, ଶ୍ରଦ୍ଧା, ଇପ୍‌ସିତା, ସଂଗ୍ରାମ, ବିଜୟ କୁମାର ଓ ପିଣ୍ଟୁ
ଚିତ୍ରଗ୍ରହଣ: ପ୍ରିୟରଞ୍ଜନ ପରିଜା
ମୁକ୍ତିଲାଭ ତାରିଖ:
୧୦ ଫେବୃଆରୀ ୨୦୧୭
 

ଅଭିନୟ

  • ଅଶ୍ୱୀନି ତ୍ରିପାଠୀ
  • ପ୍ରିତୀ
  • ମନୋଜ ମିଶ୍ର
  • ଇଲୁ ବାନାର୍ଜୀ
  • ବାବୁ
  • ସୂରଜ ତ୍ରିପାଠୀ
  • ରବି
  • ମେଘା
  • କବିତା
  • ପୂଜା
  • ଆର୍‌କେ
  • ପ୍ରଶାନ୍ତ
 

ଗୀତ

1. ହାପି ହାପି ନ୍ୟୁ ଇଅର
2. ଜାନୁ ରେ
3. ଜୀବନର ଦୁଇ ଦିନ
4. ଲଭ୍ ସେସନ୍
5. ନାଥ ନାଥ
6. ତୁ ମୋ ମନର ମିତ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର