ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଟପୋରି

Image result for odia film Tapori


ନିର୍ଦ୍ଦେଶକ:ବିଶ୍ୱଜିତ ପଣ୍ଡା
ପ୍ରଯୋଜକ: ଆଦିକନ୍ଦ ସାହୁ
ସଂଳାପ: ଦିବ୍ୟ
ଚିତ୍ରନାଟ୍ୟ: ସୁରେଶ ପଟ୍ଟନାୟକ
କଳାକାର: ଅର୍ଦ୍ଧେନ୍ଦୁ, ଅନ୍ୱେଶା, ପ୍ରତିଭା ପଣ୍ଡା, ମିହିର ଦାସ, ପ୍ରଜ୍ଞା ଓଝା, ଜ୍ଞାନ, ଗୁଡ୍ଡୁ, ହରିହର ଦାସ, ଅମର
ସଙ୍ଗୀତ: ଆସାଦ୍ ନିଜାମ୍
କଣ୍ଠ: ଉଦିତ ନାରାୟଣ, ବିନୋଦ ରାଠୋଡ, କୁଳଦୀପ, ଦିକ୍‌ସୁ, ସତ୍ୟଜିତ୍ ପ୍ରଧାନ
ଚିତ୍ରଗ୍ରହଣ: ପ୍ରଫୁଲ୍ଲ ସାହୁ
ମୁକ୍ତିଲାଭ ତାରିଖ:
୧୩ ଅପ୍ରେଲ ୨୦୧୭

 ଅଭିନୟ

  • ଅର୍ଦ୍ଧେନ୍ଦୁ
  • ଅନ୍ୱେଶା
  • ପ୍ରତିଭା ପଣ୍ଡା
  • ମିହିର ଦାସ
  • ପ୍ରଜ୍ଞା ଓଝା
  • ଜ୍ଞାନ
  • ଗୁଡ୍ଡୁ
  • ହରିହର ଦାସ
  • ଅମର
ଗୀତ
1. ତୋ ମନ‌କୁ ଚୋରି କରି
2. ଟପୋରି
3. ପଖି ପଖି 
4. ତୋ ବିନା
5. ଆମେ ସୁନା ପିଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର