ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତମକୁ ଦେଖିଲା ପରେ

Image result for odia film Dil diwana heigala


ନିର୍ଦ୍ଦେଶକ: ଚନ୍ଦନ ମହାପାତ୍ର
ପ୍ରଯୋଜକ: ଶୁଭମ ପାଢ଼ୀ
ସଂଳାପ: ଆଲୋକ ରାୟ
ପଟ୍ଟକଥା: ଚନ୍ଦନ ମହାପାତ୍ର
କାହାଣୀ: ଭାରତୀ ପାଢ଼ୀ
କଳାକାର: ସମ୍ବିତ, ସିଦ୍ଧାନ୍ତ, ଝିଲିକ୍ , ନୈନା ଦାସ, ହରିହର ମହାପାତ୍ର, ମୀନକେତନ, ପ୍ରଦ୍ୟୁମ୍ନ ଲେଙ୍କା, ମିହିର ଦାସ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ଅରୁଣ ମନ୍ତ୍ରୀ
ସଙ୍ଗୀତ: ଇରା ମହାନ୍ତି, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ଶୈଳଭାମା, ଅଭିଜୀତ ମିଶ୍ର, ନଭ୍ୟା, ପ୍ରଫୁଲ୍ଲ ବେହେରା, ବିଭୁ କିଶୋର
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ:
୧୩ ଜାନୁଆରୀ ୨୦୧୭
 

ଅଭିନୟ

  • ସମ୍ବିତ ଆଚାର୍ଯ୍ୟ
  • ସିଦ୍ଧାନ୍ତ ମହାପାତ୍ର
  • ଝିଲିକ୍ ଭଟ୍ଟାଚାର୍ଯ୍ୟ
  • ନୈନା ଦାସ
  • ହରିହର ମହାପାତ୍ର
  • ମୀନକେତନ
  • ମିହିର ଦାସ
  • ପ୍ରିୟଙ୍କା ପଟ୍ଟନାୟକ
  • ପ୍ରଦ୍ୟୁମ୍ନ ଲେଙ୍କା
  • ଜୀବନ ପଣ୍ଡା
  • କ୍ରୀଷ୍ଣା
  • ନଭ୍ୟା
 

ଗୀତ

1. ରଙ୍ଗବତୀ ରଙ୍ଗବତୀ
2. ଆ କ‌ହିଲେ ଜ‌ହ୍ନ ଫେରେ
3. ଚାଲି ଯାଉଥିବା ଋତୁଟା
4. ସଣ୍ଡେରେ ମୋର ବିଅର ପାର୍ଟି
5. ତମକୁ ଦେଖିଲା ପରେ
6. ଜୀବନର ଚଲାବାଟେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର