ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସ୍ମାଇଲ ପ୍ଲିଜ୍

Image result for odia movie smile please



ନିର୍ଦ୍ଦେଶକଏସ୍. କେ. ମୁରଲୀଧରନ୍
ପ୍ରଯୋଜକ: ରବିନ କୁମାର ନନ୍ଦ, ରାଜେଶ ପାଢ଼ୀ
ସଂଳାପ: ଡଃ ରଜନୀରଞ୍ଜନ
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ମିହିର ଦାସ, ପୁଷ୍ପା ପଣ୍ଡା, ସଲିଲ୍ ମିତ୍ର, ହାଡ଼ୁ, ସୁମନ, ମିଲି
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ଡଃ. ନିର୍ମଳ ନାୟକ, ନିଜାମ
କଣ୍ଠ: ଉଦିତ ନାରାୟଣ, ପାମେଲା, ବିନୋଦ ରାଠୋର, ପଙ୍କଜ ଜାଲ, କୁମାର ବାପି, ସଂଗ୍ରାମ, ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ଦି ଭିଦାସ୍ ଷ୍ଟୁଡ଼ିଓସ୍
ମୁକ୍ତିଲାଭ ତାରିଖ:
୧୪ ମାର୍ଚ୍ଚ ୨୦୧୪

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ମିହିର ଦାସ
  • ପୁଷ୍ପା ପଣ୍ଡା
  • ମଧୁସ୍ମିତା
  • ମିଲି
  • ସଲିଲ୍ ମିତ୍ର
  • ହାଡ଼ୁ
  • ସୁମନ
  • ଗୁଡୁ
  • ସୋନାଲି
  • କାଜଲ
  • ନୀଳମଣି
  • ଚିତ୍ତ
  • ଭିକାରୀ
  • ମୂଷା ବାରିକ
  • ପ୍ରତିଭା ପଣ୍ଡା
  • ରବି ମିଶ୍ର
  • ସଚିନ ମିଶ୍ର
  • ରୋହିତ
  • ମନୋଜ ଖାନ୍
  • ଅମିୟ

ଶିଶୁ କଳାକାର

  • ପ୍ରିନ୍ସ
  • ପ୍ରିୟାଶ୍ରୀ
  • ମାମାଲି
  • ଆଦ୍ୟାଶା
  • ସ୍ୱାଗତିକା
  • ଇତି

ଗୀତ

1. ଜବାନୀ ତୋ ମଲ୍ଲିକା ଭଳି
2. ଚୁନା ଚୁନା ସ୍ୱପ୍ନ
3. ଆସୁଛି ଆସୁଛି ପୁଣି ଖୁସିର ସବାରୀ
4. ବାଜିଗଲା ବାର ବାଜିଗଲା
5. ଅଣ୍ଡା ଢୋ
6. ରେ ସଜନୀ
7. ସ୍ମାଇଲ୍ ପ୍ଲିଜ୍
8. ଆସୁଛୁ ଅସୁଛି ଖୁସିର ସବାରୀ

Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର