ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସିଷ୍ଟର ଶ୍ରୀଦେବୀ

Image result for odia movie abhaya


ନିର୍ଦ୍ଦେଶକ:ଅଶୋକ ପତି
ପ୍ରଯୋଜକ: ତରଙ୍ଗ ସିନେ ପ୍ରଡକ୍ସନ
ସଂଳାପ: ରଣଜିତ ପଟ୍ଟନାୟକ
ପଟ୍ଟକଥା: ଅଶୋକ ପତି
ମୂଳ ଆଧାର: ରେମୋ (ତାମିଲ ଚଳଚ୍ଚିତ୍ର)
କଳାକାର: ବାବୁଶାନ୍, ଶିବାନୀ, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: ଅଭିଜିତ ମଜୁମଦାର
କଣ୍ଠ: ଋତୁରାଜ ମହାନ୍ତି, ତାରିକ୍ ଅଜିଜ୍, ପାମେଲା ଜୈନ୍, କୁଲ୍‌ଦୀପ୍, ପ୍ରଜ୍ଞା ହୋତା, ସଞ୍ଜୁ ମହାନ୍ତି
ଚିତ୍ରଗ୍ରହଣ: କୁନି ମହାପାତ୍ର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୯ ଜୁନ ୨୦୧୭

 

ଅଭିନୟ

  • ବାବୁଶାନ୍
  • ଶିବାନୀ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ସଲିଲ ମିତ୍ର
  • ତ୍ରିଭୁବନ
  • ଜୟପ୍ରକାଶ ଦାସ

 

ଗୀତ

1. ସିଷ୍ଟର ଶ୍ରୀଦେବୀ
2. ଓଃ ସୁନୟନା
3. ମୋ ଚୁନି ତଳେ ବ୍ଲାକ୍ ମନି
4. ନାଗିନ୍ ନାଗିନ୍
5. ଏକ୍ ଦିୱାନା ଥା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର