ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସପନର ପଥେ ପଥେ


Image result for odia movie sapanara pathe pathe 


ନିର୍ଦ୍ଦେଶକ:
ସୁଶାନ୍ତ ମଣି
ପ୍ରଯୋଜକ: ସୀତାରମ ଅଗ୍ର‌ୱାଲ
ସଂଳାପ: ଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କାହାଣୀ: ସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାର: ଅମ୍ଳାନ ଦାସ, ସନମୀରା, ସିଦ୍ଧାନ୍ତ ମହାପାତ୍ର, ମନୋଜ ପଟ୍ଟନାୟକ, ପୃଥୀରାଜ,ନୀତୁ ସିଂହ
ସଙ୍ଗୀତ: ଆସାଦ ନିଜାମ
ଗୀତ: ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ତପୁ ନାୟକ
କଣ୍ଠ: ନିବେଦିତା, ସୌରିନ ଭଟ୍ଟ, ସଂଗ୍ରାମ, ସତ୍ୟଜିତ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୫ ଅଗଷ୍ଟ ୨୦୧୭

ଅଭିନୟ

  • ଅମ୍ଳାନ ଦାସ
  • ସନମୀରା ନାଗେଶ
  • ସିଦ୍ଧାନ୍ତ ମହାପାତ୍ର
  • ନୀତୁ ସିଂହ
  • ମନୋଜ ପଟ୍ଟନାୟକ
  • ପୃଥୀରାଜ
  • ଚିତ୍ତ ତ୍ରିପାଠୀ
  • ଟିକି ତ୍ରିପାଠୀ
  • ପ୍ରିୟଙ୍କା
  • ପ୍ରଦ୍ୟୁମ୍ନ ଲେଙ୍କା
  • ରତନ ମେହେର
  • ସାଗରିକା
  • ଶ୍ରାବଣୀ
  • ମନୋଜ
  • ଦୁଷ୍ମନ୍ତ
  • ଟିକାନା
  • ମମତା
  • ଶ୍ୱେତା
  • ଜମେଶ
  • ପୂର୍ଣ୍ଣେନ୍ଦୁ
  • ପ୍ରଭାତ
  • ଯୋଗେଶ
  • ରାଜା
  • ଭିକାରୀ ସ୍ୱାଇଁ
  • ଅଙ୍କିତ
  • ବିକ୍ରମ
  • ମିଲନ୍
  • ଆନନ୍ଦ
  • ସୁମନ୍ତ
  • ପ୍ରିୟା
  • ଚନ୍ଦନ
  • ରାଜା ଦାଶ

ଗୀତ

1. କାନ୍ଦୁଚି ଆଜି ମୁଁ
2. ମୋ ଦେହେ ବିଞ୍ଚି ହେଲୁ
3. ବିତିଯାଇଚି କେତେ ଦିନ ଆଉ ରାତି
4. ମୌଲା ମୌଲା
5. ସପନର ପଥେ ପଥେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର