ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସଙ୍ଗମ

Image result for odia movie sangam

ନିର୍ଦ୍ଦେଶକ:ଯତୀନ୍ କୁମାର ଅଗ୍ର‌ୱାଲ
ପ୍ରଯୋଜକ: ଯତୀନ୍ କୁମାର ଅଗ୍ର‌ୱାଲ
ସଂଳାପ: ଅଭିଜିତ ଘଟ‌ୱାରୀ, ବିଜୟ ମିଶ୍ର
ଚିତ୍ରନାଟ୍ୟ: ଅଭିଜିତ ଘଟ‌ୱାରୀ, ବିଜୟ ମିଶ୍ର
କାହାଣୀ: ଯତୀନ୍ କୁମାର ଅଗ୍ର‌ୱାଲ
କଳାକାର: ଆକାଶ ଦାସନାୟକ, ବୁଦ୍ଧାଦିତ୍ୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, ମିହିର ଦାସ
ସଙ୍ଗୀତ: ହରପ୍ରୀତ ସିଂହ
ଗୀତ: ଅସୀତ୍ ପାତ୍ର
କଣ୍ଠ: ମନୋଜ ମନୁ, ଅନ୍ତରା ମିତ୍ର, ମୋନାଲୀ, ରେକ୍ସ୍, ସୋମ୍, ଅଭିଜିତ ସାବନ୍ତ
ଚିତ୍ରଗ୍ରହଣ: ନିତୀନ୍ ଘାଗ୍
ସମ୍ପାଦକ: ନ‌କୁଳ ପ୍ରସାଦ
ମୁକ୍ତିଲାଭ ତାରିଖ:
୧୪ ଜୁନ ୨୦୧୪

ଅଭିନୟ

  • ଆକାଶ ଦାସନାୟକ
  • ବୁଦ୍ଧାଦିତ୍ୟ ମହାନ୍ତି
  • ସିଦ୍ଧାନ୍ତ ମହାପାତ୍ର
  • ବିଜୟ ମହାନ୍ତି 
  • ସ୍ନିଗ୍ଧା ମହାନ୍ତି
  • ମିହିର ଦାସ
  • ଜୟୀରାମ ସାମଲ
  • ଅଭିଶେଖ
  • ରାକେଶ ବିଦୁୱା
  • ଅଭିଜିତ ଘଟ‌ୱାରୀ
  • ଅବନୀ କୁମାର
  • ମାନିନୀ ମିଶ୍ର
  • ନନ୍ଦିନୀ
  • ଜ୍ୟୋତି ପାଣି
  • ଦୟାଲ ଶ୍ରୀବାସ୍ତବ
  • ପାୟଲ ଶ୍ରୀବାସ୍ତବ
  • କ୍ଷେତ୍ରବାସୀ ତ୍ରିପାଠୀ
  • ପ୍ରିୟଙ୍କା ୱାସୀ

ଗୀତ

1. ମୋର ଗୋଲାପି ଓଠ
2. ସମୟର ପରା ସଭିଏଁ ଗୁଲାମ
3. ତୋର ଛାତି ଧକ ଧକ ହଉଚି
4. ତୋର ନ‌ହକା ନହକା ଚାଲି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର