ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ରୁଦ୍ର

Image result for odia movie rudra

ନିର୍ଦ୍ଦେଶକ: ଜିତୁ ରାଉତ
ପ୍ରଯୋଜକ: ଏ. ଏନ୍. ମିଶ୍ର, ନିମାଇଁ ଚରଣ ବିଶ୍ୱାଳ
ସଂଳାପ: ହୃଦାନନ୍ଦ ସାହୁ
ଚିତ୍ରନାଟ୍ୟ: ଜିତୁ ରାଉତ
କାହାଣୀ: ରୁଦ୍ରନାରାୟଣ ମିଶ୍ର
କଳାକାର: ଅନନ୍ତ, ସୃଷ୍ଟି, ବାବୁ ପ୍ରଧାନ, ସଲିଲ ମିତ୍ର, ବ୍ରଜ ସିଂହ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ଡଃ ନିର୍ମଳ ନାୟକ, ନିଜାମ୍
କଣ୍ଠ: ଅଭିଜିତ ମଜୁମଦାର, କୁମାର ଲୁଲୁ, ସାଇନୀ ମିଶ୍ର, ଅମ୍ରିତା, ବିଷ୍ଣୁମୋହ‌ନ କବି, ସସ୍ମିତା
ଚିତ୍ରଗ୍ରହଣ: ସତ୍ୟବ୍ରତ ମହାରଣା
ସମ୍ପାଦକ: ପିତାମ୍ବର ସିଂ
ମୁକ୍ତିଲାଭ ତାରିଖ:
୧୭ ମଇ ୨୦୧୩

ଅଭିନୟ

  • ଅନନ୍ତ
  • ସୃଷ୍ଟି
  • ବାବୁ ପ୍ରଧାନ
  • ସଲିଲ ମିତ୍ର
  • ବ୍ରଜ ସିଂହ
  • ଜନ୍
  • ବିଷ୍ଣୁ
  • ପ‌‌ପୁ
  • ପିଣ୍ଟୁ
  • ଚିଣ୍ଟୁ
  • ନାନୁ
  • ପ୍ରିତୀ
  • ଶୁଭଶ୍ରୀ
  • ଅଞ୍ଜନା
  • କୁସୁମ
  • ରାଜେଶ
  • ନିମାଇଁ
  • ରାଜା
  • ବାପୁନି

ଗୀତ 

1. ରୁଦ୍ର
2. ଦିଲ୍‌ଜାନୀ ଦିଲ୍‌ଜାନୀ
3. ହୋଲି ହୋଲି
4. ସୁକ୍ରିୟା ସୁକ୍ରିୟା
5. ଯାଦୁ ମଲମ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର