ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ରୋମିଓ ଜୁଲିଏଟ

Related image

ନିର୍ଦ୍ଦେଶକ:ସୁଧାରକ ବସନ୍ତ
ପ୍ରଯୋଜକ: ରମେଶ ବାରିକ, ଜୟନ୍ତ ରାଉତ
କାହାଣୀ: ଦିପ୍ତୀ ବାରିକ
ସଂଳାପ: ଦୀପକ ଜେନା
କଳାକାର: ଅରିନ୍ଦମ, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ଗୁଡୁ, ଜୀବନ ପଣ୍ଡା
ସଙ୍ଗୀତ: ପ୍ରେମ ଆନନ୍ଦ
କଣ୍ଠ: ଅନନ୍ୟା ଶ୍ରୀତନ ନନ୍ଦ, ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର ଏବଂ ସବିଶେସ
ଚିତ୍ରଗ୍ରହଣ: ଭାସ୍କର ଭି ରେଡ୍ଡି
ସମ୍ପାଦକ: ଚନ୍ଦ୍ର ମିଶ୍ର
ମୁକ୍ତିଲାଭ ତାରିଖ:
୧୪ ଜୁଲାଇ ୨୦୧୭

ଅଭିନୟ

  • ଅରିନ୍ଦମ ରାୟ
  • ବର୍ଷା ପ୍ରିୟଦର୍ଶିନୀ
  • ମିହିର ଦାସ
  • ଗୁଡୁ
  • ଜୀବନ ପଣ୍ଡା

ଗୀତ

1. ନାହିଁ ମୋ ପାଦେ
2. ତୁ ମୋର ଆଖି
3. ରହିଯା ରଘୁଆ ଖାଇକି ଯିବୁ
4. ତୁ କ‌ହିବୁ ତ
5. ଓରେ ପ୍ରିୟା ୟେ କ୍ୟା ହୋ ଗେୟା
6. ରୋମିଓ ଜୁଲିଏଟ
7. ବେଳେ ବେଳେ ଭଲ ଲାଗେ
8. ତୋ ସାଥିରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର