ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ରଘୁପତି ରାଘବ ରାଜାରାମ

Image result for odia movie raghupati raghab rajaram

ନିର୍ଦ୍ଦେଶକ:ସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକ: ସୀତାରମ ଅଗ୍ର‌ୱାଲ
ସଂଳାପ: ଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟ: ସୁଧାଂଶୁ ମୋହ‌ନ ସାହୁ
କଳାକାର: ସିଦ୍ଧାନ୍ତ ମହାପାତ୍ର, ରିୟା ଦେ, ପୁପିନ୍ଦର ସିଂହ, ମିହିର ଦାସ, ଅନୀତା ଦାସ, ତୃପ୍ତି ସିହ୍ନା
ସଙ୍ଗୀତ: ବିକାଶ ଦାସ
ଗୀତ: ଶ୍ରୀକାନ୍ତ ଗୌତମ
କଣ୍ଠ: ନମିତା ଅଗ୍ର‌ୱାଲ, ସୌରିନ ଭଟ୍ଟ
ସମ୍ପାଦକ: ରାଜେଶ ଦାଶ
ମୁକ୍ତିଲାଭ ତାରିଖ:
୨୮ ଅଗଷ୍ଟ ୨୦୧୫

ଅଭିନୟ

    • ସିଦ୍ଧାନ୍ତ ମହାପାତ୍ର
    • ରିୟା ଦେ
    • ପୁପିନ୍ଦର ସିଂହ
    • ମିହିର ଦାସ
    • ଅନୀତା ଦାସ
    • ତପସ୍ୱିନୀ ମିଶ୍ର
    • ଦେବସ୍ମିତା ପଣ୍ଡା
    • ଦେବାଶିଷ ପାତ୍ର
    • ମନିଷା ସାମନ୍ତରାୟ
    • ତୃପ୍ତି ସିହ୍ନା

    ଗୀତ

    1. ଚୋରି କରୁ କରୁ
    2. ଚୋରି ତ କରିନି
    3. ଜୀବନରେ କିଛି ବି
    4. ନିଃଶ୍ୱାସ ଥିଲା
    5. ଶୁଣେନା ଶୁଣେନା
    Share:

    ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର