ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ପ୍ରେମିକା

Image result for odia movie premika

ନିର୍ଦ୍ଦେଶକ: ଶିବ ପ୍ରସାଦ ମହାନ୍ତି
ପ୍ରଯୋଜକ: ବିଜୟ କୁମାର ବେହେରା
ସଂଳାପ: ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଶିବ ପ୍ରସାଦ ମହାନ୍ତି
କାହାଣୀ: ବିଜୟ କୁମାର ବେହେରା
କଳାକାର: ପ୍ରକୃତି ମିଶ୍ର, ବୁଲୁ, ରୁଦ୍ର, ଅଭିଶେଖ, ସ୍ୱର୍ଣ୍ଣାଳୀ, ଅଶ୍ରୁମୋଚନ, ଦେବୁ ବୋଷ
ସଙ୍ଗୀତ: ବିଭୂତି ଭୂଷଣ
ଚିତ୍ରଗ୍ରହଣ: ପ୍ରେମ୍‌ ଶଙ୍କର
ମୁକ୍ତିଲାଭ ତାରିଖ:
୩୦ ଅଗଷ୍ଟ ୨୦୧୩

ଅଭିନୟ

  • ପ୍ରକୃତି ମିଶ୍ର
  • ବୁଲୁ
  • ରୁଦ୍ର ପାଣିଗ୍ରାହୀ
  • ଅଭିଶେଖ ମିଶ୍ର
  • ସ୍ୱର୍ଣ୍ଣାଳୀ ବାନାର୍ଜୀ
  • ଅଶ୍ରୁମୋଚନ ମହାନ୍ତି
  • ଦେବୁ ବୋଷ
  • ମିତା ଚକ୍ରବର୍ତ୍ତୀ
  • ଦେବୁ ବ୍ରହ୍ମା
  • ନୂପୁର ଘୋଷ
  • ପ୍ରିୟମ୍ବରା ରାୟ

ଗୀତ 

1. ବାସନ୍ତି ମଳୟ
2. ଯେନ୍ ଦିନୁ ହେଲାନାରେ
3. ମୁଁ ତୋ ପ୍ରେମି
4. ସାରାରାରା ନିଦ ଆସୁନି ରାତି
5. ଜିଙ୍ଗା ଲାଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର