ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଓମ୍: ଆଇ ଆମ୍ ନଟ୍ ଗଡ୍

Image result for odia movie omm i am not god


ନିର୍ଦ୍ଦେଶକ:ସୁଧାକର ବସନ୍ତ
ପ୍ରଯୋଜକ: ସୁଧାକର ବସନ୍ତ, ସମରେଶ ରାଉତରାୟ
ଚିତ୍ରନାଟ୍ୟ: ସୁଧାକର ବସନ୍ତ
କଳାକାର: ସମ୍ୱିତ ଆଚାର୍ଯ୍ୟ, ଇଲୁ ବାନାର୍ଜୀ, ସୁଧାକର ବସନ୍ତ, ସରୋଜ ଦାସ, ଗୁଡ୍ଡୁ, ପ୍ରକୃତି ମିଶ୍ର, ସମରେଶ
ସଙ୍ଗୀତ: ଭିଗ୍‌ନାଜ୍ ରକ୍ ବ୍ୟାଣ୍ଡ
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୨୩ ମଇ ୨୦୧୪

ଅଭିନୟ

  • ସମ୍ୱିତ ଆଚାର୍ଯ୍ୟ
  • ଇଲୁ ବାନାର୍ଜୀ
  • ସୁଧାକର ବସନ୍ତ
  • ସରୋଜ ଦାସ
  • ଗୁଡ୍ଡୁ
  • ପ୍ରକୃତି ମିଶ୍ର
  • ସଲିଲ୍ ମିତ୍ର
  • ପିଣ୍ଟୁ ନନ୍ଦ
  • ତୃପ୍ତି ପଣ୍ଡା
  • ସମରେଶ ରାଉତରାୟ
  • ପ୍ରତିଭା ସାହୁ

ଗୀତ

1. ତୋ ପ୍ରେମ ମୋ ପ୍ରେମ
2. ବାଳୁଙ୍ଗା ବାଳୁଙ୍ଗା
3. ତୁ ହି ତୁ
4. ଖୋଜେରା
5. ଓଢ଼ଣା ତଳେ
6. ଲଳିଲା ଲଳିତା
7. ଝଟକା ଲଗା
8. ହାଲକା ହାଲକା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର