ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଓମ ସାଇ ତୁଝେ ସଲାମ

Image result for odia movie om sai tujhe salam

ନିର୍ଦ୍ଦେଶକ: ବିଶ୍ୱଜିତ ମହାନ୍ତି
ପ୍ରଯୋଜକ: କାଳୀପ୍ରସନ୍ନ ସତପଥୀ, ସୁଧା ପଟ୍ଟନାୟକ
ସଂଳାପ: ଭାରତୀ ଦାସ
ଚିତ୍ରନାଟ୍ୟ: ବିଶ୍ୱଜିତ ମହାନ୍ତି
କାହାଣୀ: ଭାରତୀ ଦାସ
କଳାକାର: ଉତ୍ତମ ମହାନ୍ତି, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ବ୍ରଜ ସିଂ, ପ୍ରସନ୍ନ ପାଟ୍ଟସାଣୀ
ସଙ୍ଗୀତ: ବିଦ୍ୟୁତ୍ ରାୟ
ଗୀତ: ପଞ୍ଜାନନ ନାୟକ
କଣ୍ଠ: ଗୌତମ ଗିରି, ଅରବିନ୍ଦ, ସୌରଭ ନାୟକ, ତପୁ ମିଶ୍ର, ପମି, ଶ୍ୱେତା ମିଶ୍ର
ମୁକ୍ତିଲାଭ ତାରିଖ:
୩୦ ଅଗଷ୍ଟ ୨୦୧୩

ଅଭିନୟ


  • ଉତ୍ତମ ମହାନ୍ତି
  • ଅଂଶୁମାନ
  • ଦୀପକ ଦାସ
  • ପୂଜା ଚକ୍ରବର୍ତ୍ତୀ
  • କୁନା ତ୍ରିପାଠୀ
  • ଜ୍ଞାନରଞ୍ଜନ ନାୟକ
  • ସ୍ନିଗ୍ଧା ମହାନ୍ତି
  • ଜୟୀରାମ ସାମଲ
  • ଦେବୁ ବ୍ରହ୍ମା
  • ବ୍ରଜ ସିଂ
  • ପ୍ରସନ୍ନ ପାଟ୍ଟସାଣୀ
  • ପ‌ପୁ ମହାନ୍ତି
  • ଭାଗ୍ୟଲକ୍ଷ୍ମୀ
  • ମଳୟ ମିଶ୍ର
  • ବିଜିତ୍
  • କୁସୁମ
  • ବୁଲୁ
  • ରାଣୀ
  • ଗଣେଶ
  • କାଳୁ

ଗୀତ 

1. ତୁ ପରା ସତ୍ୟ ସାଇ ଶଙ୍କର
2. ଓମ୍ ସାଇ ରାମ୍ ତୁମକୁ ସଲାମ
3. ମୋ ଅଳସୀ ରାଣୀ
4. ଜବାନୀ ଜବାନୀ ରଙ୍ଗିଲା
5. ହେ ମୋର ହୃଦୟ
6. ଏଇଠି ଆଲ୍ଲା ଏଇଠି ରାମ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର