ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ନିଝୁମ ରାତିର ସାଥୀ

Image result for odia movie Nijhum ratira sathi

ନିର୍ଦ୍ଦେଶକ:ସଞ୍ଜୟ ନାୟକ
ପ୍ରଯୋଜକ: ସନ୍ତୋଷ କୁମାର ସିଂ, ଅନାମ ଚରଣ ସାହୁ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସନ୍ତୋଷ କୁମାର ସିଂ
କଳାକାର: ଜ୍ୟୋତି, ତମନ୍ନା, ଚନ୍ଦନ, ସତ୍ୟବ୍ରତ ତ୍ରିପାଠୀ, ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୋନାଲୀ, ସୁମନ, ବିଜୁ ବଡ଼ଜେନା
ସଙ୍ଗୀତ: ମଳୟ ମିଶ୍ର
ଗୀତ: ଅରୁଣ ମନ୍ତ୍ରୀ
କଣ୍ଠ: ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ
ମୁକ୍ତିଲାଭ ତାରିଖ:
୧ ଜାନୁଆରୀ ୨୦୧୭
 

ଅଭିନୟ

  • ଜ୍ୟୋତି
  • ତମନ୍ନା
  • ଚନ୍ଦନ
  • ସତ୍ୟବ୍ରତ ତ୍ରିପାଠୀ
  • ପ୍ରେମାନନ୍ଦ ପରିଡ଼ା
  • ପଲ୍ଲବୀ
  • ସୋନାଲୀ
  • କୁନା ତ୍ରିପାଠୀ
  • ସୁମନ
  • ବିଜୁ ବଡ଼ଜେନା

 

ଗୀତ

1. କେତେ ଭଲ ପାଏ (ପୁରଷ)
2. କେତେ ଭଲ ପାଏ (ନାରୀ)
3. ଆଲୋ ଲୋ ଲୋ ଲୋ
4. ହାଉଲେ ହାଉଲେ
5. ଦେହରେ ମୋର
6. ଯେବେ ଇଚ୍ଛା ଦେଖିପାରୁ
7. ଗୁରୁବାର ଦିନ
8. ନିଝୁମ ରାତିର ସାଥୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର